Skip to content
Lyric
Dive
Public playlists
My playlists
Search
Sign in
O Baby
Mantu Chhuria, Aseema Panda
Popularity · Low
+
Original
0
0
Listen
YouTube
1
2
3
0:00 / 0:00
Loading YouTube player...
Lyrics offset
Synced
Lyrics
Original
Translation
Bilingual
ଲାଜକୁରୀ
ଓ, ଲାଜକୁରୀ
ଲାଜକୁରୀ
ଲାଜକୁରୀ
ମୋ ଲାଜକୁରୀ
ଓ ମୋର୍ गुड़िया-रानी, ଦିଲ୍ କଲୁ ପାନି-ପାନି
सुरमा ଲଗା ତୋ नैना, जान ନେଲା दिलजानी (जानी)
ଓ ମୋର୍ मजनू ରାଜା, ବନିଯା ମୋ सेहजादा
ରିମଝିମ୍ ପ୍ରେମ ବର୍ଷାରେ हौले-हौले ଦିଲ୍ ଭିଜା
ଲାଜକୁରୀ ମୋ ଶର୍ମିଲତା
ସାତ ରଙ୍ଗି ତୋ ପ୍ରେମର୍ ଛିଟା ଦେହେ ଗଲା ଲାଗି
ଏ baby, oh ମୋ baby
ଦେଇଦେ ଗୋଟେ प्यार ବାଲା पप्पी
ଏ baby, ହଁ, ମୁଁ ତୋ baby
ନେଇଯା ଗୋଟେ प्यार ବାଲା पप्पी
ରାଜହଂସୀ ତୋର ଚାଲି, ସତେ ମହନି ଲଗେଇଦେଲା
ଠୁମକା ଲଗା ତୋ ଲେହେଙ୍ଗା, निंदिया ମୋ ଫୁର୍ କଲା
ହଁ, भोला-भाला ତୋ ଚେହେରା, ସତେ ଦିୱାନୀ ବନେଇଦେଲା
ମିଷ୍ଟି-ମିଷ୍ଟି ପ୍ରେମ ତୋର heart ମୋର feel କଲା
ଆଖି ଆଖି ଯେବେ touch ହେଲା
ମନ बेचारा ମୋ पिघली ଗଲା ତୋ କଥା ଭାବି
ହେ baby, ମୋ ସୁନା baby
ଦେଇଦେ ଗୋଟେ प्यार ବାଲା पप्पी
ଏ, ଏ baby, ହଁ, ମୁଁ ତୋ baby
ନେଇଯା ଗୋଟେ प्यार ବାଲା पप्पी
Naughty-naughty ତୋର ନଖରା, କରୁଚି ରେ ବଦମାସି
ପାଉଚି ରେ ଭଲ ତତେ, जान ଠାରୁ ମୋର ବେଶୀ
ହେ, ଘାୟଲକଲା ଓ ରେ ସଜନୀ, ତୋ ଛମଛମ୍ पायलिया
Heart ତଳେ blast କଲା तेरी बाली उमरिया
ରାନୀ ବନେଇଦେ ମୋତେ ତୁ
ମନ ଆକାଶେ ତୋର୍ ଜହ୍ନ ହେଇ ମୁଁ ଝଲସୁ ଥିବି
ଏ baby, oh ମୋ baby
ଦେଇଦେ ଗୋଟେ प्यार ବାଲା पप्पी
ଏ baby, ହଁ, ମୁଁ ତୋ baby
ନେଇଯା ଗୋଟେ प्यार ବାଲା पप्पी
ଏ baby, oh ମୋ baby
ଦେଇଦେ ଗୋଟେ प्यार ବାଲା पप्पी
ଏ baby, ମୁଁ ତୋ baby
ନେଇଯା ଗୋଟେ प्यार ବାଲା पप्पी
पप्पी, पप्पी