Skip to content
Lyric
Dive
Public playlists
My playlists
Search
Sign in
Rajahanshi Chali - Slowed + Reverb
Kuldeep Pattanaik
Popularity · Low
+
🇬🇧 English · Original
0
0
Listen
YouTube
1
2
3
0:00 / 0:00
Loading YouTube player...
Lyrics offset
Synced
Lyrics
Original
Translation
Bilingual
ସେ ଝିଅକୁ ଯେବେ ମୁଁ ଦେଖୁଛି
ହସି ହସି କିଛି କହୁଛି
ମତେ ଦେଖି ଲୁଚି ଲୁଚି ଯାଉଛି
ସେ ଝିଅଟି କଥା କେବେ ହଉନି
ମୁହଁକୁ ସେ ମୋ ଚାହୁଁନି
ଆଖିରେ ସେ ବହି ଲେଖି ଦେଉଛି
ସେ ଚୂନ ଲଗା ବନାରସି ପାନ
ତା ମହକରେ କିଣିନେଇ ମନ
ରାତି ହେଲେ ସପନରେ ଆସି
ଝରକାରେ ଦେଖଉଚି ଜହ୍ନ
ହୋ, ନଖରା ସେ ଦେଖେଇ ଦେଲା ଯେବେ ଫସେଇ
ଘାଏଲା ମୁଁ ହେଇଯାଇଛି
ରାଜହଂସୀ ତା ଚାଲିରେ ନିଆଁ ଲାଗିଯାଉଛି
ବନହଂସୀ ତା ରୂପରେ ମେଘ ଝରିଯାଉଛି
ରାଜହଂସୀ ତା ଚାଲିରେ ନିଆଁ ଲାଗିଯାଉଛି
ବନହଂସୀ ତା ରୂପରେ ମେଘ ଝରିଯାଉଛି
ଓଠ ତାର ପୁରା Strawberry
ବୟସ ଲାଗୁଛି ଅଙ୍ଗୁରି
କଥା ତାର କଳା ସୁପାରୀ
ନିଶା ତାର ମିଠା ଖଜୁରି
ରଙ୍ଗ ତାର ନୂଆ ଗହମ ଯେମିତି ନିଆଁରେ ମହମ
ତରଳି ଯାଉଛି ଖରାରେ, କରୁଛି ଯେବେ शरम
ସେ କଣ୍ଟା ଭରା ଗମଲାର ଫୁଲ
ତାକୁ ଛୁଇଁଦେଲେ ଝୁରି ଝୁରି ମଲ
ତା ମହକରେ ନିଏ ଖାଲି ଟାଣି
ହଉଥାଏ ମନେ ମନେ ଗେଲ ଗେଲ, ହୋ
କେମିତି ମୁଁ ପଟେଇ, ନେଇଯିବି ଉଡ଼େଇ
ଦିନ ରାତି ବସି ଭାବୁଛି
ରାଜହଂସୀ ତା ଚାଲିରେ ନିଆଁ ଲାଗିଯାଉଛି
ବନହଂସୀ ତା ରୂପରେ ମେଘ ଝରି ଯାଉଛି
ରାଜହଂସୀ ତା ଚାଲିରେ ନିଆଁ ଲାଗିଯାଉଛି
ବନହଂସୀ ତା ରୂପରେ ମେଘ ଝରି ଯାଉଛି
ପ୍ରେମ ତାର ଲାଗେ lottery
ଫାଙ୍କା ଅଛି ମନ କୋଠରୀ
ଜିତିବି ମୁଁ ଏକା ଭାବୁଛି
ମୋ ପାଇଁ ନିହାତି ଜରୁରୀ
ଧୀରେ ଧୀରେ ପାଖେ ଆସୁଛି
ଯେମିତି signal ଦଉଛି
କଥା ହେବାକୁ ମୁଁ ଭାବିଲି, network ଚାଲିଯାଉଛି
ସେ କୋଟିଏରେ ଗୋଟିଏ ସୁନ୍ଦରୀ
କେବେ ନେଇଯିବ ମୋତେରେ ଆଦରି
ମୋ ନିଦ ସବୁ ନେଇଛି ଚୋରେଇ
ମୋ ସପନରେ ବଜେଇ ପଇରି
ହୋ, ଦେଖା ଯେବେ ହେଇଛି ପ୍ରେମ ହେଇ ଯାଇଛି
ତା ବାଟକୁ ଚାହିଁ ବସିଛି
ରାଜହଂସୀ ତା ଚାଲିରେ ନିଆଁ ଲାଗିଯାଉଛି
ବନହଂସୀ ତା ରୂପରେ ମେଘ ଝରି ଯାଉଛି
ରାଜହଂସୀ ତା ଚାଲିରେ ନିଆଁ ଲାଗିଯାଉଛି
ବନହଂସୀ ତା ରୂପରେ ମେଘ ଝରି ଯାଉଛି