Skip to content

To Bahudare Kaliare

Md. Ajiz
Popularity · Low

Listen

YouTube

0:00 / 0:00
Loading YouTube player...
Lyrics offset
Synced

Lyrics

ତୋ ବାହୁଡ଼ାରେ କାଳିଆରେ ତୋ ବାହୁଡ଼ାରେ କାଳିଆରେ ନେ ବାହୁଡେଇ ରଥ ଦେ ଗୋଡେଇ, ଚକ ଦେ ଚଢ଼େଇ ରଥ ଦେ ଗୋଡେଇ, ଚକ ଦେ ଚଢ଼େଇ ମୋ ଦେହ ଛାଡି ଯାଉ ଉଡି ମୋ ଦେହ ଛାଡି ଯାଉ ଉଡି ପରାଣ ଚଢ଼େଇ ରଥ ଦେ ଗୋଡେଇ, ଚକ ଦେ ଚଢ଼େଇ ଏଇ ଦୁନିଆକୁ ଆଣିଥିଲୁ ଡାକି ସୁଖରେ ଦୁଃଖରେ ରହିଥିଲୁ ସାକ୍ଷୀ ହଁ ଏଇ ଦୁନିଆକୁ ଆଣିଥିଲୁ ଡାକି ସୁଖରେ ଦୁଃଖରେ ରହିଥିଲୁ ସାକ୍ଷୀ ସବୁ ଇଛା ମୋର କରିଛୁ ପୂରଣ ଏଇ ଶେଷ ଇଛା ରହିଚିରେ ବାକି ତୋ ଚକା ଆଖି ଦେଖି ଦେଖି ତୋ ଚକା ଆଖି ଦେଖି ଦେଖି ଯିବିରେ ମୁଁ ଶୋଇ ରଥ ଦେ ଗୋଡେଇ, ଚକ ଦେ ଚଢ଼େଇ ବିଦାୟ ମୁଁ ନେଇ ଏଇ ସଂସାରରୁ ସେପାରିକୁ ପୁଣି ଯିବି ଏପାରିରୁ ହଁ, ବିଦାୟ ମୁଁ ନେଇ ଏଇ ସଂସାରରୁ ସେପାରିକୁ ପୁଣି ଯିବି ଏପାରିରୁ ସେପାରିରେ ପୁଣି ହବ ତୋର ଦେଖା ଉଦ୍ଧାର ପାଇବି ମଣିଷ ଜନ୍ମରୁ ତୋ ସର୍ଗଦ୍ୱାରେ ମୋତେ ଥରେ ତୋ ସର୍ଗଦ୍ୱାରେ ମୋତେ ଥରେ ଦେ ରେ ଜଳେଇ ରଥ ଦେ ଗୋଡେଇ, ଚକ ଦେ ଚଢ଼େଇ ତୋ ବାହୁଡ଼ାରେ କାଳିଆରେ ତୋ ବାହୁଡ଼ାରେ କାଳିଆରେ ନେ ବାହୁଡେଇ ରଥ ଦେ ଗୋଡେଇ, ଚକ ଦେ ଚଢ଼େଇ ରଥ ଦେ ଗୋଡେଇ, ଚକ ଦେ ଚଢ଼େଇ ମୋ ଦେହ ଛାଡି ଯାଉ ଉଡି ମୋ ଦେହ ଛାଡି ଯାଉ ଉଡି ପରାଣ ଚଢ଼େଇ ରଥ ଦେ ଗୋଡେଇ, ଚକ ଦେ ଚଢ଼େଇ ରଥ ଦେ ଗୋଡେଇ, ଚକ ଦେ ଚଢ଼େଇ