Skip to content
Lyric
Dive
Public playlists
My playlists
Search
Sign in
Rasia Maguchi Gela
Pamela Jain, Bishnu Mohan Kabi
Popularity · Low
+
🇮🇳 Hindi · Original
0
0
Listen
YouTube
1
2
3
0:00 / 0:00
Loading YouTube player...
Lyrics offset
Synced
Lyrics
Original
Translation
Bilingual
ମୁଁ ସୁନ୍ଦରୀ ଗୋଲାପ ଫୁଲ
ମତେ ରସିଆ ମାଗୁଛି ଗେଲ
ମୁଁ ସୁନ୍ଦରୀ ଗୋଲାପ ଫୁଲ
ମତେ ରସିଆ ମାଗୁଛି ଗେଲ
ଯିଏ ଆସି ବୁଲେଇ ନବ ଖପରାଖୋଲ
ଜଲଦି ଜଲଦି ଫଟଫଟିଆରେ ପକାଅ ତେଲ
ହାଏ ଲୋ ମୋର କଣ୍ଟା କୁସୁମ
କଥା ତୋର ଭାରି ଉଷୁମ
ଛାତି ଭିତରଟା ହଲେଇ ଦଉଛୁ
ହୃଦୟଟା ହଲହଲ
ମୁଁ ତତେ ବୁଲେଇ ନେବି ଖପରାଖୋଲ
ଫଟଫଟିଆ ମୋ ready କଲିଣି ଲୋ ପକେଇ ତେଲ
ମତେ ରସିଆ...
ମତେ ରସିଆ...
ମତେ ରସିଆ ମାଗୁଛି ଗେଲ
(ଏତେ କରୁ କାଇଁ କଲବଲ?)
ନ ଦେଖିଲା ଛଅ ଫାଳିଆ ଓଉ
ରାତି ଦିନ ମତେ ଜଗିଛି ବୋଉ
ଘରୁ ଟିକେ ମୁଁ ପାଦ ଯେବେ କାଢେ
ଥଣ୍ଟ ଘଷୁଛି ଲୋ ଡାମେରା କାଉ
ହାଁ, ନ ଦେଖିଲା ଛଅ ଫାଳିଆ ଓଉ
ରାତି ଦିନ ମତେ ଜଗିଛି ବୋଉ
ଘରୁ ଟିକେ ମୁଁ ପାଦ ଯେବେ କାଢେ
ଥଣ୍ଟ ଘଷୁଛି ଲୋ ଡାମେରା କାଉ
ଆରେ ନଈ ପାଣି ଖଲଖଲ
ଟୋକା ନଈ ତୁଠେ ବଲବଲ
ଯିଏ ଆସି ବୁଲେଇ ନବ ଖପରାଖୋଲ
ଜଲଦି ଜଲଦି ଫଟଫଟିଆରେ ପକାଅ ତେଲ
କହୁଛି ଶୁଣ ଲୋ ଛନକି ଜହ୍ନ
କିଣିଦେବି ନାଲି ରିବନ
ଚୁନୁରିକୁ ତୋର ଅଣ୍ଟାରେ ବାନ୍ଧିଥା
ପବନଟା ନୁହେଁ ଭଲ
ମୁଁ ତତେ ବୁଲେଇ ନେବି ଖପରାଖୋଲ
ଫଟଫଟିଆ ମୋ ready କଲିଣି ଲୋ ପକେଇ ତେଲ
ମତେ ରସିଆ...
ହଁ, ରସିଆ
ମତେ ରସିଆ ମାଗୁଛି ଗେଲ
(ଏତେ କରୁ କାଇଁ କଲବଲ?)
କିଏ ମୋ ନାଁରେ କରୁଛି କାଟୁ
କିଏ ଡାକେ ମତେ ଗେଲୁ, sweetu
ଯେବେଠୁ ହେଲି ଚିକିଣି ଚମେଲି
ସବୁ ମୋ ପଛରେ ହୁଅନ୍ତି ଲଟ୍ଟୁ
ହାଁ, କିଏ ମୋ ନାଁରେ କରୁଛି କାଟୁ
କିଏ ଡାକେ ମତେ ଗେଲୁ, sweetu
ଯେବେଠୁ ହେଲି ଚିକିଣି ଚମେଲି
ସବୁ ମୋ ପଛରେ ହୁଅନ୍ତି ଲଟ୍ଟୁ
ମୋର ବୟସଟା ଝଲମଲ
ଭାରି ଲୁତୁପୁତୁ ମୋର ଗାଲ
ଯିଏ ଆସି ବୁଲେଇ ନବ ଖପରାଖୋଲ
ଜଲଦି ଜଲଦି ଫଟଫଟିଆରେ ପକାଅ ତେଲ
ଆଲୋ ମୋର ଗୋରୀ କନିଆଁ
କିଣିଦେବି ସିଙ୍ଗି ପାନିଆ
କୁଞ୍ଚୁକୁଞ୍ଚିଆ ତୋ double ବେଣୀରେ
ମାଖିଥା ବାସନା ତେଲ
ମୁଁ ତତେ ବୁଲେଇ ନେବି ଖପରାଖୋଲ
ଫଟଫଟିଆ ମୋ ready କଲିଣି ଲୋ ପକେଇ ତେଲ
ମତେ ରସିଆ...
ମତେ ରସିଆ...
ମତେ ରସିଆ ମାଗୁଛି ଗେଲ
(ଏତେ କରୁ କାଇଁ କଲବଲ?)
ମତେ ରସିଆ ମାଗୁଛି ଗେଲ
(ଏତେ କରୁ କାଇଁ କଲବଲ?)