Skip to content
Lyric
Dive
Public playlists
My playlists
Search
Sign in
Apsari
Kuldeep Pattanaik feat. Archana Padhi
Popularity · Low
+
🇮🇳 Hindi · Original
0
0
Listen
YouTube
1
2
3
0:00 / 0:00
Loading YouTube player...
Lyrics offset
Synced
Lyrics
Original
Translation
Bilingual
ତୋ ଲହୁଣୀ ଚେହେରା ଦେଖି, ବିଚରା ମୁଁ ହଜିଯାଏ
ଦିନରେ ଛୁଇଁଲେ ତୁ ମୋତେ, feel ହୁଏ ରାତିଯାଏ
ଦୂରରୁ ମୋର ନଜର ଯେବେ ତୋ ଉପରେ ପଡ଼ିଯାଏ
ବିନା ଇଶାରାରେ ପାଦ ମୋର ତୋ ଆଡ଼କୁ ଚାଲିଯାଏ
ତୋ ଲାଜ ଆଗରେ ଲାଜକୁଳୀ ଲତା, ଲାଜରେ ଯାଏ ମରି
ସେଇ ଲାଜକୁ ଦେଖି ମୁଁ ଯାଏ ସବୁ ପାସୋରି
ହୁଁ, ଅପ୍ସରୀ, ତୁ ଅପ୍ସରୀ
ଲାଗୁଛୁ cute चिंगारी
ଅପ୍ସରୀ, ମୁଁ ଅପ୍ସରୀ
ହଁ, ମୁଁ ତୋ cute चिंगारी
ଲାବଣ୍ୟବତୀ, ତୋ ରୂପେଲି-ରୂପ ଜଳେ ଏମିତି
ଜଳନ୍ତା ମହମବତୀ ଯେମିତି
ଇଚ୍ଛାହୁଏ, ସେଇ ନିଆଁରେ ଜଳି ଯାଆନ୍ତି
ତତେ ଭାବି ରାତି ଯାଏ ରେ ବିତି
ଦିନବି ବିତୁଛି, ହଁ ଠିକ୍ ସେମିତି
ମନହୁଏ ତୋ ପାଖରେ ରହି ଯାଆନ୍ତି
ତୋ ନୀଳ ଆଖିରୁ ନୀଳ ଦରିଆ, ନୀଳ ରଙ୍ଗ, କରିଛି ଚୋରି
ସେଇ ଆଖିରେ ନଜର ମୋର ଯାଏ ପହଁରି
ଉଁ, ଅପ୍ସରୀ, ତୁ ଅପ୍ସରୀ
ଲାଗୁଛୁ cute चिंगारी
ଅପ୍ସରୀ, ମୁଁ ଅପ୍ସରୀ
ହଁ, ମୁଁ ତୋ cute चिंगारी, ହାଏ
ସାମ୍ନାରୁ ଦେଖି ମୁଁ ରହେ ସେମିତି ତତେ ଚାହିଁକି
ଭଲଲାଗେ ତତେ ଭଲ ପାଇକି
ହୃଦୟକୁ ତୋ ହାତରେ ଦେଇଚି ବିକି
ତୋ ଚାଲି ଦେଖି ହଁ, ରହି ହୁଏନି
ସାଥେ ନଚାଲିଲେ ମନ ମାନେନି
ଦୁଇ-ପଦ ନଗପିଲେ ଭଲ ଲାଗେନି
ତୋ ଟିକେ କଥାରେ, ଟିକେ ଟିକେ ହେଇ ପ୍ରେମ ପଡୁଚି ଝରି
ଯେତେ ଶୁଣିଲେ, ଶୁଣିବା ପାଇଁ ଚାହେଁ ଆହୁରି
ମୁଁ ଅପ୍ସରୀ, ମୁଁ ଅପ୍ସରୀ
ହଁ, ମୁଁ ତୋ cute चिंगारी
ହଁ, ଅପ୍ସରୀ, ତୁ ଅପ୍ସରୀ
ଲାଗୁଛୁ cute चिंगारी
ଅପ୍ସରୀ, ମୁଁ ଅପ୍ସରୀ
ହଁ, ମୁଁ ତୋ cute चिंगारी