Skip to content
Lyric
Dive
Public playlists
My playlists
Search
Sign in
Mor Priya Tharu
Chitta Jena
Popularity · Low
+
🇳🇵 Nepali · Original
0
0
Listen
YouTube
1
2
3
0:00 / 0:00
Loading YouTube player...
Lyrics offset
Synced
Lyrics
Original
Translation
Bilingual
ମୋ ପ୍ରିୟା ଠାରୁ କିଏ ଅଧିକ ସୁନ୍ଦର?
ମୋ ପ୍ରିୟା ଠାରୁ କିଏ ଅଧିକ ଗୁଣର?
ଏଡ଼ିକି ମନୋଇ ଝିଅ ମନ ମାନିଥିଲେ କହେ
ମୁଁ ଏକା ତୁମର, ମୁଁ ଏକା ତୁମର
ମୋ ପ୍ରିୟା ଠାରୁ କିଏ ଅଧିକ ସୁନ୍ଦର?
ଯା' ମନରେ ହସେ ଖାଲି ମମତାର ଫୁଲ
ଯା' ଦରଦ ଝରିପଡ଼େ ହୋଇ ଶତଦଳ
ଏଡ଼ିକି ଅବୁଝା ଝିଅ ବୁଝେନା ସେ ଫୁଲ ଗନ୍ଧେ
ମୁଁ ଆଜି ବିଭୋର, ମୁଁ ଆଜି ବିଭୋର
ମୋ ପ୍ରିୟା ଠାରୁ କିଏ ଅଧିକ ସୁନ୍ଦର?
ଯା' ଓଠରେ ଲେଖା ମୋର ପୁଣ୍ୟ ଜୀବନର
ଯା' ଲୁହରେ ଯାଏ ଧୋଇ ପାପ ଯେତେ ମୋର
ଏଡ଼ିକି ମନୋଇ ଝିଅ କରେନା ବିଚାର କେବେ
ମୋ ପାପ ପୁଣ୍ୟର, ମୋ ପାପ ପୁଣ୍ୟର
ମୋ ପ୍ରିୟା ଠାରୁ କିଏ ଅଧିକ ସୁନ୍ଦର?
ମୋ ପ୍ରିୟା ଠାରୁ କିଏ ଅଧିକ ଗୁଣର?
ଏଡ଼ିକି ମନୋଇ ଝିଅ ମନ ମାନିଥିଲେ କହେ
ମୁଁ ଏକା ତୁମର, ମୁଁ ଏକା ତୁମର