Skip to content
Lyric
Dive
Public playlists
My playlists
Search
Sign in
Are Re Re
Udit Narayana, Anjali Mishra
Popularity · Low
+
Original
0
0
Listen
YouTube
1
2
3
0:00 / 0:00
Loading YouTube player...
Lyrics offset
Synced
Lyrics
Original
Translation
Bilingual
ପଲକେ ନୂଆ ସପନ
ବସା ବନ୍ଧୁଥିଲା
ଶୁଣି ତୋ ପାଦ ଶବଦ
ଆଖି ଖୋଲି ଗଲା
ହାଏ, ଫିକା-ଫିକା ଏଇ ମନେ ରଙ୍ଗ ଲାଗିଗଲା
ପଲକେ ନୂଆ ସପନ ବସା ବନ୍ଧୁଥିଲା
ଶୁଣି ତୋ ପାଦ ଶବଦ ଆଖି ଖୋଲିଗଲା
ହାଏ, ଫିକା-ଫିକା ଏଇ ମନେ ରଙ୍ଗ ଲାଗିଗଲା
ଆରେ-ରେରେ-ରେରେ, ମୋର ନିଦ ହଜିଗଲା
ଆରେ-ରେରେ-ରେରେ, ମତେ ପ୍ରେମ ହେଇଗଲା
ଆରେ-ରେରେ-ରେରେ, ମୋର ନିଦ ହଜିଗଲା
ଆରେ-ରେରେ-ରେରେ, ମତେ ପ୍ରେମ ହେଇଗଲା
ମନରେ ନୂଆ ଭାବନା ଦୋଳି ଖେଳୁଥିଲା
ଶୁଣି ତୋ ପାଦ ଶବଦ ନିଦ ଭାଙ୍ଗିଗଲା
ସତେ ନୂଆ-ନୂଆ ସପନକୁ ଡେଣା ମିଳିଗଲା
ଆରେ-ରେରେ-ରେରେ, ମୋର ନିଦ ହଜିଗଲା
ଆରେ-ରେରେ-ରେରେ, ମତେ ପ୍ରେମ ହେଇଗଲା
ଆରେ-ରେରେ-ରେରେ, ମୋର ନିଦ ହଜିଗଲା
ଆରେ-ରେରେ-ରେରେ, ମତେ ପ୍ରେମ ହେଇଗଲା
ପାଗଳ ମୁଁ ହେଇଯିବି ଖୁସିରେ
ଲାଗୁନାହିଁ ପାଦ ଆଜି ଭୂଇଁରେ
ପ୍ରେମ ଏମିତିକା ଯାଦୁ, ତତେ ମତେ କଲା କାବୁ
ଖାଲି ମନେ ରହିଲୁ ତୁ, ବାକି ଭୁଲିଗଲି ସବୁ
ତୋ ଠାରୁ ଥିଲି ବହୁ ଦୂରରେ
ପାଇଗଲି ତତେ ଆଜି ବାହୁରେ
ହାଏ, ଧୀରେ-ଧୀରେ ପ୍ରେମ ତୋର ରଙ୍ଗ ବୋଳିଦେଲା
ଆରେ-ରେରେ-ରେରେ, ମୋର ନିଦ ହଜିଗଲା
ଆରେ-ରେରେ-ରେରେ, ମତେ ପ୍ରେମ ହେଇଗଲା
ଆରେ-ରେରେ-ରେରେ, ମୋର ନିଦ ହଜିଗଲା
ଆରେ-ରେରେ-ରେରେ, ମତେ ପ୍ରେମ ହେଇଗଲା
ଆ-ଆ, ଆ-ଆ-ଆ
ହୋ-ହୋହୋ-ହୋ
ଲାଲା-ଲା-ଲାଲା-ଲା
ଆଗରୁ ନଥିଲା କେହି ଜୀବନେ
ଆଙ୍କିଦେଲି ଛବି ତୋର ଏ ମନେ
ପ୍ରେମ ସିନା ଦିଶେ ନାହିଁ, ହେଇଗଲେ ଲୁଚେ ନାହିଁ
କେବେ ପ୍ରେମ ଯାଏ ହୋଇ, କିଛି ଜଣାପଡେ ନାହିଁ
ମନ ମାନିନେଲା କଥା ଆଖିର
କରିନେଲା ତତେ ଅତି ନିଜର
ମନ କାଗଜର ନାଆ ପରି ଦୁରେ ଭାସିଗଲା
ଆରେ-ରେରେ-ରେରେ, ମୋର ନିଦ ହଜିଗଲା
ଆରେ-ରେରେ-ରେରେ, ମତେ ପ୍ରେମ ହେଇଗଲା
ହୋ, ପଲକେ ନୂଆ ସପନ ବସା ବନ୍ଧୁଥିଲା
ଶୁଣି ତୋ ପାଦ ଶବଦ ଆଖି ଖୋଲି ଗଲା
ହାଏ, ଫିକା-ଫିକା ଏଇ ମନେ ରଙ୍ଗ ଲାଗିଗଲା
ଆରେ-ରେରେ-ରେରେ, ମୋର ନିଦ ହଜିଗଲା
ଆରେ-ରେରେ-ରେରେ, ମତେ ପ୍ରେମ ହେଇଗଲା
ଆରେ-ରେରେ-ରେରେ, ମୋର ନିଦ ହଜିଗଲା
ଆରେ-ରେରେ-ରେରେ, ମତେ ପ୍ରେମ ହେଇଗଲା