Skip to content
Lyric
Dive
Public playlists
My playlists
Search
Sign in
Prathama Premara
Udit Narayan
Popularity · Low
+
🇳🇵 Nepali · Original
0
0
Listen
YouTube
1
2
3
0:00 / 0:00
Loading YouTube player...
Lyrics offset
Synced
Lyrics
Original
Translation
Bilingual
ପ୍ରଥମ ପ୍ରେମର ପ୍ରଥମ ଚିଠି
ପ୍ରଥମ ପ୍ରେମର ପ୍ରଥମ ଚିଠି
ଲେଖୁଛି ଅଳପ, ଭାବୁଛି ବେଶୀ
ନୂଆ ଚଢ଼େଇର କଅଁଳ ଡ଼େଣା
ନୂଆ ଚଢ଼େଇର କଅଁଳ ଡ଼େଣା
ଉଡୁଛି ଅଳପ, ପଡୁଛି ବେଶୀ
ଉଡୁଛି ଅଳପ, ପଡୁଛି ବେଶୀ
ପ୍ରଥମ ପ୍ରେମର ପ୍ରଥମ ଚିଠି
ଲେଖୁଛି ଅଳପ, ଭାବୁଛି ବେଶୀ
ଆହାଃ! କି ସୁନ୍ଦର ପ୍ରେମର ଦୁନିଆଁ
ଦେଇଛି ପାଦ ମୁଁ ଏଠି ନୂଆଁ-ନୂଆଁ
ହୋ, ଆହାଃ! କି ସୁନ୍ଦର ପ୍ରେମର ଦୁନିଆଁ
ଦେଇଛି ପାଦ ମୁଁ ଏଠି ନୂଆଁ-ନୂଆଁ
ଏଠି ନୂଆଁ-ନୂଆଁ
ପ୍ରେମ ବାଟର ମୁଁ ନୂଆଁ ପଥିକ
ପ୍ରେମ ବାଟର ମୁଁ ନୂଆଁ ପଥିକ
ଚାଲୁଛି ଅଳପ, ଝୁଣ୍ଟୁଛି ବେଶୀ
ଚାଲୁଛି ଅଳପ, ଝୁଣ୍ଟୁଛି ବେଶୀ
ପ୍ରଥମ ପ୍ରେମର ପ୍ରଥମ ଚିଠି
ଲେଖୁଛି ଅଳପ, ଭାବୁଛି ବେଶୀ
ଜଣକୁ ଯେବେ ମୁଁ କରିଲି ନିଜର
ମୋତେ ଏ ଦୁନିଆଁ କରିଦେଲା ପର
ହୋ, ଜଣକୁ ଯେବେ ମୁଁ କରିଲି ନିଜର
ମୋତେ ଏ ଦୁନିଆଁ କରିଦେଲା ପର
କରିଦେଲା ପର
ସତ କହୁଛି ମୁଁ ଭଲ ପାଇକି
ସତ କହୁଛି ମୁଁ ଭଲ ପାଇକି
ହସୁଛି ଅଳପ, କାନ୍ଦୁଛି ବେଶୀ
ହସୁଛି ଅଳପ, କାନ୍ଦୁଛି ବେଶୀ
ପ୍ରଥମ ପ୍ରେମର ପ୍ରଥମ ଚିଠି
ପ୍ରଥମ ପ୍ରେମର ପ୍ରଥମ ଚିଠି
ଲେଖୁଛି ଅଳପ, ଭାବୁଛି ବେଶୀ
ନୂଆ ଚଢ଼େଇର କଅଁଳ ଡ଼େଣା
ନୂଆ ଚଢ଼େଇର କଅଁଳ ଡ଼େଣା
ଉଡୁଛି ଅଳପ, ପଡୁଛି ବେଶୀ
ଉଡୁଛି ଅଳପ, ପଡୁଛି ବେଶୀ
ଚାଲୁଛି ଅଳପ, ଝୁଣ୍ଟୁଛି ବେଶୀ
ହସୁଛି ଅଳପ, କାନ୍ଦୁଛି ବେଶୀ