Skip to content
Lyric
Dive
Public playlists
My playlists
Search
Sign in
Chuni Tale Black Money
Sanju Mohanty
Popularity · Low
+
🇬🇧 English · Original
0
0
Listen
YouTube
1
2
3
0:00 / 0:00
Loading YouTube player...
Lyrics offset
Synced
Lyrics
Original
Translation
Bilingual
କାଇଁ ଏତେ silent ହେଇ ବଇଚୁ?
(ଆଲୋ ମଉନାବତୀ)
(ଆମେ ପୁରା violent ହେଇଗଲୁଣି)
(ପାହିଯିବ କି ରାତି?)
(ଦେଖି ତୋର ଓଠ ତଳ କଳାଜାଇ)
(ଆମ pressure ହେଲାଣି high)
(ଆଉ କରନା ଏତେ ଛଇ, ଛଇ, ଛଇ)
ଦୁଇକେ ଦୁଇ, ଦୁଇ ଦୁଣେ ଚାରି
Note ଭଙ୍ଗେଇ ଦିଅ ଓଜନ ହେଲା ଭାରି
ଦୁଇକେ ଦୁଇ, ଦୁଇ ଦୁଣେ ଚାରି
ହଁ, Note ଭଙ୍ଗେଇ ଦିଅ ଓଜନ ହେଲା ଭାରି
ଯେତେ ଲୁଚେଇଲେ ଜମା ଲୁଚୁନାହିଁ
ଘରେ Police ପସିଲାଣି
(ଆଲୋ କ'ଣ ରଖିଛୁ ମଣି ଲୋ କହ)
(କ'ଣ ରଖିଛୁ ମଣି?)
ଚୁ, ଚୁ, ଚୁ, ଚୁ, ଚୁ-ଚୁ-ଚୁ-ଚୁ-ଚୁ-ଚୁ-ଚୁ-ଚୁ...
ମୋ ଚୁନି ତଳେ, ଚୁନି ତଳେ black-money
ମୋ ଚୁନି ତଳେ, ଚୁନି ତଳେ black-money
ଚୁ-ଚୁ-ଚୁ-ଚୁ, ଚୁନି ତଳେ, ତଳେ black-money
ମୋ ଚୁଚୁ-ଚୁଚୁ, ଚୁନି ତଳେ black-money
(ତୋ ଚୁନି ତଳେ, ଚୁନି ତଳେ black-money)
(ତୋ ଚୁନି ତଳେ, ଚୁନି ତଳେ black-money)
Bank ବାଲା ବାବୁ, ଆରେ, ନବ ବୋଲି ଡାବୁ
ହଁ, Bank ବାଲା ବାବୁ ନବ ବୋଲି ଡାବୁ
ଘଡ଼ି-ଘଡ଼ି ମୋତେ phone ମାରୁଛି
ହାଏ, ମୋ ଛାତି ଖାଲି ଥରୁଛି
ଆହାଁ, ଏଣେ black-money ସେପାଖେ ଜବାନି
କାହାକୁ ମୁଁ ସମ୍ଭାଳିବି କେଜାଣି?
ଦେହ ମୋ କଳା ପଡ଼ିଗଲାଣି
ତିନିକେ ତିନି, ତିନି ଦୁଣେ ଛ'
ଏ, free ରେ ଦେଇଦେବି, କିଏ ନବ କହ
ଯେତେ ବାଣ୍ଟିଲେ ବି ଜମା ସରିବନି
ଭାରି tension ମୋତେ ଦେଲାଣି
(ଆଲୋ କ'ଣ ରଖିଛୁ ମଣି ଲୋ କହ)
(କ'ଣ ରଖିଛୁ ମଣି?)
ଚୁ, ଚୁ, ଚୁ, ଚୁ, ଚୁ-ଚୁ-ଚୁ-ଚୁ-ଚୁ-ଚୁ-ଚୁ-ଚୁ...
ମୋ ଚୁନି ତଳେ, ଚୁନି ତଳେ black-money
ମୋ ଚୁନି ତଳେ, ଚୁନି ତଳେ black-money
ଚୁ-ଚୁ-ଚୁ-ଚୁ, ଚୁନି ତଳେ, ତଳେ black-money
ମୋ ଚୁନି-ଚୁନି-ଚୁନି, ଚୁନି ତଳେ black-money
(ଏ ଚୁନି, ତୁ ଖା' ନାହିଁ ଏତେ କାନି)
(ତୋ କଥାରୁ ଝରୁଛି Honey)
(ଆମେ କାଙ୍ଗାଳିଆ, ତୁ ଧରନି)
(ଆଲୋ, ଦେଇଦେ ଟୋକାଙ୍କୁ Money)
ଆରେ, କିଏ ଦେଖେ ତେର୍ଛା
କିଏ ଦେଖେ ସିଧା
ହଁ, କିଏ ଦେଖେ ତେର୍ଛା, କିଏ ଦେଖେ ସିଧା
କିଏ ଦେଖେ ମୋତେ ବୁଲି-ବୁଲିକି
ସତେ ମୁଁ ବାଣ୍ଟୁଛି କି relief, ହଁ
ଆରେ-ରେ-ରେ, କାହା କପାଳରେ ସିକା ଛିଡ଼ିଯିବ
ପାଇଯିବ କିଏ ସୁନା-ଇଲିସି
Market ରେ ଚର୍ଚ୍ଚା ଏବେ ଚାଲିଛି
ଚାରିକେ ଚାରି, ଚାରି ଦୁଣେ ଆଠ
ଉଁ, ପଦାରେ ବୁଲିଲେଣି ଏବେ ଚୋର ଖଣ୍ଟ
ତାଲା ଭାଙ୍ଗିଦେବେ, ମାଲ୍ ନେଇଯିବେ
ସବୁ ନଜର ରଖିଲେଣି
(ଆଲୋ କ'ଣ ରଖିଛୁ ମଣି ଲୋ କହ)
(କ'ଣ ରଖିଛୁ ମଣି?)
ଚୁ, ଚୁ, ଚୁ, ଚୁ, ଚୁ-ଚୁ-ଚୁ-ଚୁ-ଚୁ-ଚୁ-ଚୁ-ଚୁ...
ମୋ ଚୁନି ତଳେ, ଚୁନି ତଳେ black-money
ମୋ ଚୁନି ତଳେ, ଚୁନି ତଳେ black-money
ଚୁ-ଚୁ-ଚୁ-ଚୁ, ଚୁନି ତଳେ, ତଳେ black-money
ମୋ ଚୁଚୁ-ଚୁଚୁ, ଚୁନି ତଳେ black-money
(ତୋ ଚୁନି ତଳେ, ଚୁନି ତଳେ black-money)
(ତୋ ଚୁନି ତଳେ, ଚୁନି ତଳେ black-money)