Pal Pal Tate Chahen
Swayam Padhi feat. Rajnandini
Popularity · Low
Listen
YouTube
0:00 / 0:00
Loading YouTube player...
Lyrics offset
Synced
Lyrics
ଛାତିରେ ନିଃଶ୍ୱାସ ଚାଲେ ଯେତିକି ଥର
ଆଖିରେ ପଲକ ପଡେ ଯେତିକି ଥର
ଛାତିରେ ନିଃଶ୍ୱାସ ଚାଲେ ଯେତିକି ଥର
ଆଖିରେ ପଲକ ପଡେ ଯେତିକି ଥର
ଓଠ ମୋର ସେତେ ଥର
ଖୋଜେ କାଇଁ ନାଆଁ ତୋର
ହୋ, ପଚାରିଲେ ଏଇ ମନ କହେ
पल-पल ତତେ ଚାହେଁ
ଓ-ଓ, पल-पल ତତେ ଚାହେଁ
पल-पल ତତେ ଚାହେଁ
ଓ-ଓ, पल-पल ତତେ ଚାହେଁ
ହଁ, ତୋରମୋର ଏ କେମିତି ସମ୍ପର୍କର ଆରମ୍ଭ
ମନକଥା କହିବାକୁ ଓଠ ରହେ ନୀରବ
ହୋ, ତୋର ସେଇ ନିରବତା ମତେ କହିସାରିଛି
ତୋ ଲାଜ ମୋ ପାଇଁକି ପ୍ରେମ ହେଇ ଝରୁଛି
ପ୍ରେମରେ ଭାବନା ଥାଏ ଯେତିକି ଥର
ଭାବନାରେ ମନ ହଜେ ଯେତିକି ଥର
ଇଛା ହୁଏ ସେତେଥର, ଗତି ମାଗେ ସାଥି ତୋର
ହୋ, ପଚାରିଲେ ହୃଦୟ ମୋ କହେ
पल-पल ତତେ ଚାହେଁ
ଓ-ଓ, पल-पल ତତେ ଚାହେଁ
पल-पल ତତେ ଚାହେଁ
ଓ-ଓ, पल-पल ତତେ ଚାହେଁ
ଜାଣେନା ମୁଁ କଉଠୁ ଏ ପ୍ରେମପକ୍ଷୀ ଆଇଲା
କେବେଠାରୁ ତୋ ମନରେ ମନ ମୋର ରହିଲା
ହଁ, କେବେଠାରୁ ବୟସକୁ ପ୍ରେମ ଋତୁ ଛୁଇଁଲା
ମିଠାମିଠା ତୋ ସ୍ବପ୍ନରେ ରାତି ମୋର ପାହିଲା
ରାତିରେ ମୋ ନିଦ ଭାଙ୍ଗେ ଯେତିକି ଥର
ସ୍ପନ୍ଦନ ମୋ ଖୋଜେ ତତେ ଯେତିକି ଥର
ବଳକା ଜୀବନ ମୋର ତୋ ସାଥିରେ ସେତେଥର
ହଁ, ଜିଇଁବାକୁ ମରିବାକୁ ଚାହେଁ
पल-पल ତତେ ଚାହେଁ
ଓ-ଓ, पल-पल ତତେ ଚାହେଁ
पल-पल ତତେ ଚାହେଁ
ଓ-ଓ, पल-पल ତତେ ଚାହେଁ