Skip to content
Lyric
Dive
Public playlists
My playlists
Search
Sign in
Danei Das Kahere Bhai
Akshaya Mohanty, Geeta Patnaik
Popularity · Low
+
🇮🇳 Hindi · Original
0
0
Listen
YouTube
1
2
3
0:00 / 0:00
Loading YouTube player...
Lyrics offset
Synced
Lyrics
Original
Translation
Bilingual
ଦନେଇ ଦାସ କହେ ରେ ଭାଇ
କଥାଏ ବଡ଼ ସଚ୍ଚା
ଏ ଦୁନିଆରେ କେହି ନା କେହି, କାହାର ତ ଚାମ୍ଚା
ଏ ଦୁନିଆରେ କେହି ନା କେହି, କାହାର ତ ଚାମ୍ଚା
ଏ ଦୁନିଆରେ କେହି ନା କେହି, କାହାର ଯଦି ଚାମ୍ଚା
ତୋ ଗୁରୁକୁ ତୋର ପଚାରି କହ
କାହାର ସେ ଚାମ୍ଚା?
ତୋ ଗୁରୁକୁ ତୋର ପଚାରି କହ
କାହାର ସେ ଚାମ୍ଚା?
ଗୁରୁଙ୍କର ଅଛି ମଟର ଗାଡ଼ି
ଗୁରୁଙ୍କର ଅଛି କୋଠାବାଡି
Tractor ତାଙ୍କର ଧାଡ଼ି କି ଧାଡି଼ (ଆଛା)
ହୁକୁମ ଛୁଟେ ଘଡ଼ିକି ଘଡ଼ି
ହେଲେ ଗୋଟିଏ ଚିଜ ଅଭାବ ତାଙ୍କ
ଚାଲିଛି ଯାହା ଖୋଜା
ତୋ ନାନୀକି ତୋର ପଚାରି କହ, ହେବ କି ସେ ଚାମ୍ଚା
ତୋ ନାନୀକି ତୋର ପଚାରି କହ, ହେବ କି ସେ ଚାମ୍ଚା
ଏମିତି ଝିଅ ପାଇବ କାହିଁ?
ଯେମିତି ଚାଲି ସେମିତି ଛଇ
ଯେମିତି ଠାଣି ସେମିତି ବେଣୀ
କେଉଁଠି କିଏ ପାରିବ ଖୁଣୀ?
ଆରେ, ପିରତି ପଥେ ହିସାବ କଲେ
କେ ହେବ କାର ଚାମ୍ଚା?
ଆରେ, ପ୍ରେମିକ ତ ସବୁଦିନେ ପ୍ରେମିକା ର ଚାମ୍ଚା
ଆରେ, ପ୍ରେମିକ ତ ସବୁଦିନେ ପ୍ରେମିକା ର ଚାମ୍ଚା
ଆବେ ପ୍ରେମିକା ତ ସବୁଦିନେ ପ୍ରେମିକର ଚାମ୍ଚା
ଆଲୋ, ପ୍ରେମିକା ତ ସବୁଦିନେ ପ୍ରେମିକର ଚାମ୍ଚା
ତୁ ଚାମ୍ଚା, ତୁ ଚାମ୍ଚା
ତୁ ଚାମ୍ଚା, ତୁ ଚାମ୍ଚା
ତୁ, ତୁ, ତୁ, ତୁ
ତୁ ତ ମୋର, ମୁଁ ତୋ ତୋର
ଅଦଳ, ବଦଳ ଚାମ୍ଚା