Tame Mo Pakhre Thila
Tapu Mishra
Popularity · Low
Listen
YouTube
0:00 / 0:00
Loading YouTube player...
Lyrics offset
Synced
Lyrics
ତମେ ମୋ ପାଖରେ ଥିଲ
ହେଲେ ଲାଗୁଥିଲ ଦୂର ଦୂର
ତମେ ମୋ ପାଖରେ ଥିଲ
ହେଲେ ଲାଗୁଥିଲ ଦୂର ଦୂର
ତମେ ମୋ ପାଖରେ ଥିଲ
ହେଲେ ଲାଗୁଥିଲ ଦୂର ଦୂର
ତମେ ମୋ ପାଖରେ ଥିଲ
ହେଲେ ଲାଗୁଥିଲ ଦୂର ଦୂର
କାହାକୁ ନଥିଲା ଖବର
ମୋ ନିଜଠାରୁ ପ୍ରିୟା ତମେ ଏତେ ନିଜର
ମନ ମୋର ଚୋରିକଲା ତମ ଚୋରା ନଜର
ମନ ମୋର ଚୋରିକଲା ତମ ଚୋରା ନଜର
ତମେ ମୋ ପାଖରେ ଥିଲ
ହେଲେ ଲାଗୁଥିଲ ଦୂର ଦୂର
ତମେ ମୋ ପାଖରେ ଥିଲ
ହେଲେ ଲାଗୁଥିଲ ଦୂର ଦୂର
ଆଖିରେ ମୋ ନିଦ ଥିଲା, ନିଦରେ ସପନ ଥିଲା
ସେଇ ସପନରେ ଖାଲି ତମେ ନଥିଲ
ଓଠରେ ମୋ କଥା ଥିଲା, କଥାରେ କାହାଣୀ ଥିଲା
ସେଇ କାହାଣୀରେ ଖାଲି ତମେ ନଥିଲ
କାହାକୁ ନଥିଲା ଖବର
ସେଇକଥା, ସେ କାହାଣୀ ଏତେ ମଧୁର
ମଧୁଝରା ତମ ପ୍ରେମ ମନ କଲା ଅଧିର
ମଧୁଝରା ତମ ପ୍ରେମ ମନ କଲା ଅଧିର
ତମେ ମୋ ପାଖରେ ଥିଲ
ହେଲେ ଲାଗୁଥିଲ ଦୂର ଦୂର
ତମେ ମୋ ପାଖରେ ଥୁଲ
ହେଲେ ଲାଗୁଥିଲ ଦୂର ଦୂର
ବାଟ ଥିଲା, ପାଦ ଥିଲା ଏକା ଏକା ଲାଗୁଥିଲା
ହାତଧରି ଚାଲିବାକୁ ତମେ ଆସିଲ
ଫୁଲ ଥିଲା, ଋତୁ ଥିଲା ଫିକା ଫିକା ଲାଗୁଥିଲା
ସାତରଙ୍ଗ ଧରି ଆଜି ତମେ ଆସିଲ
କାହାକୁ ନଥିଲା ଖବର
ସେଇ ରଙ୍ଗ, ସେଇ ଋତୁ ଏତେ ସୁନ୍ଦର
ନୂଆ ନୂଆ ଲାଗେ ସାଥି ଏଇ ସ୍ବପ୍ନ ଆମର
ନୂଆ ନୂଆ ଲାଗେ ସାଥି ଏଇ ସ୍ଵପ୍ନ ଆମର
ତମେ ମୋ ପାଖରେ ଥିଲ
ହେଲେ ଲାଗୁଥିଲ ଦୂର ଦୂର
ତମେ ମୋ ପାଖରେ ଥିଲ
ହେଲେ ଲାଗୁଥିଲ ଦୂର ଦୂର