Skip to content
Lyric
Dive
Public playlists
My playlists
Search
Sign in
First Time Gote Jhia
Humane Sagar, Nibedita
Popularity · Low
+
Original
0
0
Listen
YouTube
1
2
3
0:00 / 0:00
Loading YouTube player...
Lyrics offset
Synced
Lyrics
Original
Translation
Bilingual
First time ଗୋଟେ ଝିଅ ତୁ କରିଲୁ ପାଗଳ
ତୋତେ ଖାଲି ଖୋଜିହେଲି ସଞ୍ଜଠୁ ସକାଳ
First time ଗୋଟେ ଝିଅ ତୁ କରିଲୁ ପାଗଳ
ତୋତେ ଖାଲି ଖୋଜିହେଲି ସଞ୍ଜଠୁ ସକାଳ
ତୁ ଯେବେ ଛାହିଁଦେଲୁ
ମୋ ମନକୁ ଛୁଇଁଦେଲୁ
ତୁ ଯେବେ ଛାହିଁଦେଲୁ
ମୋ ମନକୁ ଛୁଇଁଦେଲୁ
ମୁଁ ଆଉ ନାହିଁ ମୋର
First time ଗୋଟେ ପୁଅ ତୁ କରିଲୁ ପାଗଳ
ତୋତେ ଖାଲି ଖୋଜିହେଲି ସଞ୍ଜଠୁ ସକାଳ
ତୁ ଯେବେ ମିଳିଗଲୁ
ନିଦ ମୋର ଚୋରି କଲୁ
ତୁ ଯେବେ ମିଳିଗଲୁ
ନିଦ ମୋର ଚୋରି କଲୁ
ଭୁଲିଗଲି ବାଟ ମୋର
ଯେବେ ତୋତେ ଭାବେ
ତୁ କିଛି କହିଲା ପରି ମୋତେ ଶୁଭେ
ଯେବେ ଆଖି ମିଶେ
ସବୁଠି ତୋ ମୁହଁ ଖାଲି ମୋତେ ଦିଶେ
First time ଗୋଟେ ଝିଅ ତୁ ଲାଗିଲୁ ସୁନ୍ଦର
ତୋ ମୁହଁରୁ ଝରିଗଲା ଗୋଲାପୀ ଅଭିର
ତୁ ଯେବେ ଡାକିନେଲୁ
ସାତରଙ୍ଗ ମାଖିଦେଲୁ
ତୁ ଯେବେ ଡାକିନେଲୁ
ସାତରଙ୍ଗ ମାଖିଦେଲୁ
ସତ ଲାଗେ ସ୍ବପ୍ନ ମୋର
ଉଡେ ଆଜି ଉଡେ
ତୋ ଦେହର ମିଠା ବାସ୍ନା ଚାରିଆଡେ
ଏଇ ଚଲାବାଟେ
ଯୁଆଡେ ମୁ ଯାଏ ଆଜି ତୋତେ ଭେଟେ
First time ଗୋଟେ ଝିଅ ତୁ ଲାଗିଲୁ ନିଜର
ତୋ ପାଖରୁ ଫେରେନାହିଁ ଆଉ ମୋ ନଜର
ତୁ ଯେବେ ହସିଦେଲୁ
ମୋ ଛାତିରେ ବସିଗଲୁ
ତୁ ଯେବେ ହସିଦେଲୁ
ମୋ ଛାତିରେ ବସିଗଲୁ
କଲୁ ଗୋଟେ ଛୋଟ ଘର
First time ଗୋଟେ ଝିଅ ତୁ କରିଲୁ ପାଗଳ
ତୋତେ ଖାଲି ଖୋଜିହେଲି ସଞ୍ଜଠୁ ସକାଳ