Skip to content
Lyric
Dive
Public playlists
My playlists
Search
Sign in
Re Faguna
Kuldeep Pattanaik, Aseema Panda, Asad Nizam Official
Popularity · Low
+
Original
0
0
Listen
YouTube
1
2
3
0:00 / 0:00
Loading YouTube player...
Lyrics offset
Synced
Lyrics
Original
Translation
Bilingual
ଅଧା କଥା, ଅଧା କାହାଣୀ
ଅଧା ଅଧା ରହିଥିଲା
ଅଧୁରା ସେ ଆମ ଏ ଗପ
ପୁଣି ଥରେ ଲେଖା ହେଲା
ଅଧା କଥା, ଅଧା କାହାଣୀ
ଅଧା ଅଧା ରହିଥିଲା
ଅଧୁରା ସେ ଆମ ଏ ଗପ
ପୁଣି ଥରେ ଲେଖା ହେଲା
ପୁରୁଣା ଦାଗ ଆଗ ପରି
ଥିଲା ରେ ଏବେ ତାଜା ଭାରି
ନୂଆ କିଛି ରଙ୍ଗ ସେଠି ଲାଗିଗଲା, ପାରିଲିନି କରି ବାରଣ
ରେ ଫଗୁଣ
ରେ ଫଗୁଣ
କେତେ ଆଶା, କେତେ ଭରସା ମନ ତଳେ ଲୁଚିଥିଲା
ଏବେ ହାତ ପାଆନ୍ତାରେ ରେ ତ ସବୁ କିଛି ମିଳିଗଲା
ହଁ, ଅତୀତ ଥିଲା ଲୁହ ଭରା
ଲାଗିଲା ଏବେ ମୋତି ଝରା
ମୋ ଦୁନିଆକୁ ଛାଡ଼ି ଆସିଛି ରେ, ଏବେ ଖୁସିର ତୁ କାରଣ
ରେ ଫଗୁଣ
ରେ ଫଗୁଣ
ତୁ ଆସିବୁ ବୋଲି ପବନରେ ରଙ୍ଗ
ରୋଷଣିରେ ମାଦକତା
ଗହଳି ଲାଗୁଛି ଖାଲି ଖାଲି ପୁଣି
ଚାରିଆଡେ ନିର୍ବାଚନ ବତା
ଆଣିଛି ତୋ ପାଇ ହଜାରେ ଉତ୍ତର
ପ୍ରଶ୍ନ କିଛି ନାଇଁ ମୋର
ଯାହା ତୁ କହିବୁ ସବୁ ମାନିନେବି
ମୁଁ ପରା କେବଳ ତୋର
ଚେହେରା ତୋର ଆଗଭଳି
ହୃଦୟକୁ ମୋ ଦିଏ ଜାଳି
ଏଇଥର ତତେ ଚୋରି କରିନେବି, କରୁଛି ମୁଁ ପ୍ରେମ ବରଣ
ରେ ଫଗୁଣ
ରେ ଫଗୁଣ
ଦିନ ପରେ ମାସ ତାରିଖ ବି
କେତେ ମୁଁ ଖୋଜିଛି ତତେ
ଦିନେ ନା ଦିନେ ତୁ ମିଳିଯିବୁ ବୋଲି
ନିଜବକୁ କହିଛି କେତେ
ସାଙ୍ଗ ହେଇ ଯଉ ଗପ ଲେଖିଥିଲେ କେମିତି ହଜେଇ ଦେଇ?
ଚାଲି ଯାଇଥିଲୁ କାଉ ରାଇଜକୁ ସବୁକିଛି ମୋର ନେଇ
ଆସିଲୁ ଯଦି ତୁ ଫେରି
ଆଶାକୁ ମୋର ସତ କରି
ଆଉ ଯିବା ପାଇଁ ତତେ ଦେବି ନାହିଁ, ଆସିଲେ ବି ଆସୁ ମରଣ
ରେ ଫଗୁଣ
ରେ ଫଗୁଣ
ରେ ଫଗୁଣ
ରେ ଫଗୁଣ