Skip to content

Maa Jhadi Diye

Popularity · Low

Listen

YouTube

0:00 / 0:00
Loading YouTube player...
Lyrics offset
Synced

Lyrics

ମାଆ ଝାଡ଼ି ଦିଏ ଯେତେ ଦେହ ଧୂଳି ମାଆ ଝାଡ଼ି ଦିଏ ଯେତେ ଦେହ ଧୂଳି ଅଝଟ ଝାଡ଼ଇ ବାପ ଗୁଣିଆ ଝାଡ଼ଇ ଡାହାଣୀ ସିନା ଗୁଣିଆ ଝାଡ଼ଇ ଡାହାଣୀ ସିନା କାଳିଆ ଝାଡ଼ଇ ପାପରେ କାଳିଆ ଝାଡ଼ଇ ପାପ କାଳିଆ ଝାଡ଼ଇ ପାପରେ କାଳିଆ ଝାଡ଼ଇ ପାପ ଯୋଗୀ ଫେରିଗଲେ ଦୁଆର ମୁହଁରୁ ଭୋଗୀକି ଲାଗଇ ଦୋଷ ଯୋଗୀ ଫେରିଗଲେ ଦୁଆର ମୁହଁରୁ ଭୋଗୀକି ଲାଗଇ ଦୋଷ ଭକତ ଫେରିଲେ ତା ସିଂହଦୁଆରୁ କାଳିଆକୁ ଲାଗେ ବିଷ ବିଷ ଝାଡ଼ିଦିଏ ସାପୁଆ କେଳାରେ ବିଷ ଝାଡ଼ିଦିଏ ସାପୁଆ କେଳାରେ ପୂଜା ଝାଡ଼େ ଅଭିଶାପ ଗୁଣିଆ ଝାଡ଼ଇ ଡାହାଣୀ ସିନା ଗୁଣିଆ ଝାଡ଼ଇ ଡାହାଣୀ ସିନା କାଳିଆ ଝାଡ଼ଇ ପାପରେ କାଳିଆ ଝାଡ଼ଇ ପାପ କାଳିଆ ଝାଡ଼ଇ ପାପରେ କାଳିଆ ଝାଡ଼ଇ ପାପ ସରଗକୁ ଶିଡ଼ି ବାଇଶି ପାହାଚ ଦୁଆରେ ଦେଇଚି ଡୋରି ସରଗକୁ ଶିଡ଼ି ବାଇଶି ପାହାଚ ଦୁଆରେ ଦେଇଚି ଡେରି ଯେତେ ଇଛା କଲେ ଚଢ଼ି କେ ପାରିବ ନ ଲାଗିଲେ ତାର ଡୋରି ସେ ଡୋରି ଲାଗଇ ହୃଦୟ ବେଢ଼ାରେ ସେ ଡୋରି ଲାଗଇ ହୃଦୟ ବେଢ଼ାରେ ଜଳିଲେ ଭକତି ଦୀପ ଗୁଣିଆ ଝାଡ଼ଇ ଡାହାଣୀ ସିନା ଗୁଣିଆ ଝାଡ଼ଇ ଡାହାଣୀ ସିନା କାଳିଆ ଝାଡ଼ଇ ପାପରେ କାଳିଆ ଝାଡ଼ଇ ପାପ କାଳିଆ ଝାଡ଼ଇ ପାପରେ କାଳିଆ ଝାଡ଼ଇ ପାପ ମାଆ ଝାଡ଼ି ଦିଏ ଯେତେ ଦେହ ଧୂଳି ମାଆ ଝାଡ଼ି ଦିଏ ଯେତେ ଦେହ ଧୂଳି ଅଝଟ ଝାଡ଼ଇ ବାପ ଗୁଣିଆ ଝାଡ଼ଇ ଡାହାଣୀ ସିନା ଗୁଣିଆ ଝାଡ଼ଇ ଡାହାଣୀ ସିନା କାଳିଆ ଝାଡ଼ଇ ପାପରେ କାଳିଆ ଝାଡ଼ଇ ପାପ କାଳିଆ ଝାଡ଼ଇ ପାପରେ କାଳିଆ ଝାଡ଼ଇ ପାପ କାଳିଆ ଝାଡ଼ଇ ପାପରେ କାଳିଆ ଝାଡ଼ଇ ପାପ