Skip to content

Baby (Title Track)

Prem Anand
Popularity · Low

Listen

YouTube

0:00 / 0:00
Loading YouTube player...
Lyrics offset
Synced

Lyrics

ଲରେ-ଲାପା, ଲାରେ-ଲାପା, ଲାରେ-ଲାପା ଦୁନିଆଁରେ ସବୁଠାରୁ ଭଲ ମୋ ବାପା ଲରେ-ଲାପା, ଲାରେ-ଲାପା, ଲାରେ-ଲାପା ଦୁନିଆଁରେ ସବୁଠାରୁ ଭଲ ମୋ ବାପା ତମ ଚାରିପାଖରେ ମୁଁ ବୁଲି ଆସିଲେ ଦୁନିଆଁଟା ବୁଲିଯିବି Baby ମୁଁ baby, ମୁଁ ତମ baby, ମୁଁ ତମ ଗେଲ୍ହା baby Baby ମୁଁ baby, ମୁଁ ତମ baby, ମୁଁ ତମ ଗେଲ୍ହା baby ଡିଙ୍ଗ୍-ଡଙ୍ଗ୍, ଡୁବି-ଡୁବି, ଡୁବି-ଡୁବି ତୁ ମୋ ଦୁନିଆଁ, ତୁ ମୋ ପୃଥିବୀ ଡିଙ୍ଗ୍-ଡଙ୍ଗ୍, ଡୁବି-ଡୁବି, ଡୁବି-ଡୁବି ତୁ ମୋ ଦୁନିଆଁ, ତୁ ମୋ ପୃଥିବୀ ତୋ ପାଦରେ କଣ୍ଟା ଫୁଟିବା ଆଗରୁ ମୋ ପାଦ ପକେଇ ଦେବି Baby ମୋ baby, ତୁ ମୋର baby, ତୁ ମୋ ଗେଲ୍ହା baby Baby ମୋ baby, ତୁ ମୋର baby, ତୁ ମୋ ଗେଲ୍ହା baby (Baby, ମୁଁ ଏଇଠି baby) ରୁଷି ଥିଲେ ଆସି ତମ ମୁହଁ ଦେଖି ତମ ମୁହଁ ଦେଖି-ଦେଖି ଖୋଲେ ମୁଁ ଆଖି ଆଖି ସିନା ତୋର ହେଲେ ସପନ ମୋର ଦେହ ସିନା ତୋର ହେଲେ ଜୀବନ ମୋର ହେ, ରୁମ୍-ଝୁମ୍, ରୁମ୍-ଝୁମ୍, ରୁମୁକୁ-ଝୁମା ଗାଲ ମୋର ଖୋଜେ ନୀତି ତମରି ଚୁମା ରୁମ୍-ଝୁମ୍, ରୁମ୍-ଝୁମ୍, ରୁମୁକୁ-ଝୁମା ଗାଲ ମୋର ଖୋଜେ ନୀତି ତମରି ଚୁମା ହଁ, ତତେ ଛାଡି କହ କେମିତି ବଞ୍ଚିବି କୁଆଡେ ମୁଁ ଆଉ ଯିବି? Baby ମୋ baby, ତୁ ମୋର baby, ତୁ ମୋ ଗେଲ୍ହା baby Baby ମୋ baby, ତୁ ମୋର baby, ତୁ ମୋ ଗେଲ୍ହା baby (Baby I love you baby) ହୋ ପାରିବେନି କେବେ କେହି ଅଲଗା କରି ତୋ ସାଥିରେ ବନ୍ଧା ମୋର ଜୀବନ ଡୋରି ତମେ ମୋର ଦେବୀ ପୁଣି ମୋ ବାପା-ମା ତମ ପାଇଁ ହସେ ମୋର ଟିକି ଦୁନିଆଁ ତାକ୍-ତୁନା, ତାକ୍-ତୁନା ତୁମ୍-ତାନାନା ସାତ ରଜାର ତୁ ସାତ ସିନ୍ଧୁକ ସୁନା ସୁନା ହଜିଯିବ, ରୁପା ହଜିଯିବ ମୁଁ ତମ ପାଖରେ ଥିବି Baby ମୋ baby, ତୁ ମୋର baby, ତୁ ମୋ ଗେଲ୍ହା baby Baby ମୁଁ baby, ମୁଁ ତମ baby, ମୁଁ ତମ ଗେଲ୍ହା baby Baby ମୋ baby, ତୁ ମୋର baby, ତୁ ମୋ ଗେଲ୍ହା baby Baby ମୁଁ baby, ମୁଁ ତମ baby, ମୁଁ ତମ ଗେଲ୍ହା baby