Skip to content
Lyric
Dive
Public playlists
My playlists
Search
Sign in
Sima Deingale Prema
Krishna Beura, Bikas Das
Popularity · Low
+
🇳🇵 Nepali · Original
0
0
Listen
YouTube
1
2
3
0:00 / 0:00
Loading YouTube player...
Lyrics offset
Synced
Lyrics
Original
Translation
Bilingual
ହୋ...
ସୀମା ଡ଼େଇଁଗଲେ ପ୍ରେମ ଅଶାନ୍ତ ସହର
ସୀମା ଡ଼େଇଁଗଲେ ପ୍ରେମ ଅଶାନ୍ତ ସହର
ଆହତ ହୃଦୟ ଏଠି ଅନେକ ଯାତନା ଏଠି
ପ୍ରେମ ହୁଏ ଜହର. ପ୍ରେମ ହୁଏ ଜହର
ସୀମା ଡ଼େଇଁଗଲେ ପ୍ରେମ ଅଶାନ୍ତ ସହର
ବଦଳେ ଯେ ରଙ୍ଗ ଏ ପ୍ରେମର
କେବେସେ ଗୋଲାପି କେବେସେ ଧୂସର
କେବେ ସିଏ ପାଉଁଶର ନିଆଁ
କୁହୁଳିଲେ ଖାଲି ଅହଂକାର ଧୂଆଁ
ସୀମା ଡ଼େଇଁଗଲେ ପ୍ରେମ ନିଆଁର ସାଗର
ସୀମା ଡ଼େଇଁଗଲେ ପ୍ରେମ ନିଆଁର ସାଗର
ଅଶାନ୍ତିର ନିଆଁ ଏଠି ଜାଳି ପୋଡି କରିଦିଏ
ହୃଦୟକୁ ପଥର... ହୃଦୟକୁ ପଥର
ସୀମା ଡ଼େଇଁଗଲେ ପ୍ରେମ ଅଶାନ୍ତ ସହର
ପ୍ରେମ କେବେ ନୁହେଁ ପିଲାଖେଳ
ଟିକେ ଭୁଲ ପାଇଁ ଖେଳ ହୁଏ କାଳ
ହୋ ପ୍ରେମ ବାଟେ ଏମିତିବି ହୁଏ
ଚାଲୁଚାଲୁ କେତେ ଝୁଂଟିବାକୁ ହୁଏ
ସୀମା ଡ଼େଇଁଗଲେ ପ୍ରେମ ପାଉଁଶ ଅନ୍ଧାର
ହୋ ସୀମା ଡ଼େଇଁଗଲେ ପ୍ରେମ ପାଉଁଶ ଅନ୍ଧାର
ଭଲପାଇବାର ଦୀପ ହୃଦୟରେ ଲିଭିଲିଭି
କରିଦିଏ ଆଧାର ... କରିଦିଏ ଆଧାର
ସୀମା ଡ଼େଇଁଗଲେ ପ୍ରେମ ଅଶାନ୍ତ ସହର... ଓ.