Skip to content
Lyric
Dive
Public playlists
My playlists
Search
Sign in
Priya Mo Priya
Smruti Pratik
Popularity · Low
+
🇮🇳 Hindi · Original
0
0
Listen
YouTube
1
2
3
0:00 / 0:00
Loading YouTube player...
Lyrics offset
Synced
Lyrics
Original
Translation
Bilingual
ତୁ ମୋର ସ୍ବପ୍ନ ଏକ
ସାକ୍ଷୀ ତୁ ମୋ ଜନ୍ମର
ତୁ ମୋର ଅଭୁଲା ଗୀତ
ତୋ ସ୍ୱର ଲାଗେ ମଧୁର
ତୋ ହସ ଛାଇ ଯାଏ
ଯେବେ ଆଖି ମୁଁ ଖୋଲେ ରେ
ତୋ ବାସ୍ନା ଖେଳି ଯାଏ
ତୋ ଛବି ଯେବେ ଆଙ୍କେ ରେ
ପ୍ରିୟା, ଓ ପ୍ରିୟା, ପ୍ରିୟା, ଓ ପ୍ରିୟା
ପ୍ରିୟା, ଓ ପ୍ରିୟା, ପ୍ରିୟା, ମୋ ପ୍ରିୟା
ମୋ ସ୍ମୃତିରେ ତୁ ଅଛୁ ରେ
ତୋ ପରସେ ମୁଁ ବଞ୍ଚେ
ମୋ ସ୍ବପ୍ନରେ ତୁ ଦିଶୁ ରେ
ତୋ ଭାବନାରେ ହଜେ
ତୋ ବିନା ଲାଗେ ମୋତେ
ଏ ଦୁନିଆ ଭାରି ଅନ୍ଧାର
ତୁ ସାଥି ଜୀବନର
ମୁକ୍ତା ମୋ ଶାମୁକା ବକ୍ଷର
ପ୍ରିୟା, ଓ ପ୍ରିୟା, ପ୍ରିୟା, ଓ ପ୍ରିୟା
ପ୍ରିୟା, ଓ ପ୍ରିୟା, ପ୍ରିୟା, ମୋ ପ୍ରିୟା
ପ୍ରିୟା, ମୋ ପ୍ରିୟା