Skip to content
Lyric
Dive
Public playlists
My playlists
Search
Sign in
JhalaMala
Mantu Chhuria
Popularity · Moderate
+
🇮🇳 Hindi · Original
0
0
Listen
YouTube
1
2
3
0:00 / 0:00
Loading YouTube player...
Lyrics offset
Synced
Lyrics
Original
Translation
Bilingual
ଝଲମଲ, ଝଲମଲ
ଝଲମଲ, ଝଲମଲ
ତୋ पतली-कमर ଦେଖି ରେ ମୁଁ ହେଲି ପାଗଲ
ତୋ पतली-कमर ଦେଖି ରେ ମୁଁ ହେଲି ପାଗଲ
ହେଲି ପାଗଲ
ଝଲମଲ, ଆଖି ହେଲା ଝଲମଲ
ଝଲମଲ, ଆଖି ହେଲା ଝଲମଲ
ତୋ hero ବାଲା look ଦେଖି ରେ ମୁଁ ହେଲି ଘାୟଲ
ତୋ hero ବାଲା look ଦେଖି ରେ ମୁଁ ହେଲି ଘାୟଲ
ହେଲି ଘାୟଲ
ଝଲମଲ, ଆଖି ହେଲା ଝଲମଲ
ଝଲମଲ, ଆଖି ହେଲା ଝଲମଲ
ଆଲୋ ମୋ ନଖରାବାଲି, ହାଏ, ରୂପ ତୋର ସଜମଲ୍ଲି
କି ଯାଦୁ କଲୁ ତୁ ଦିୱାନା ହେଲି? ହାଁ
ହାଏ-ହାଏ, ଭଲ ତ ଲାଗିଲୁ ବୋଲି, ହାଏ, ତୋ ପାଇଁ ସଜେଇ ହେଲି
ତୋ ପାଖେ ନିଜକୁ ହଜେଇଦେଲି
ମୋ ନଜର ଚୋରେଇ ନେଲା ରେ, ହାଏ, ତୋ ପାୟଲ
ମୋ ନଜର ଚୋରେଇ ନେଲା ରେ, ହାଏ, ତୋ ପାୟଲ
ତୋ ପାୟଲ
ଝଲମଲ, ଆଖି ହେଲା ଝଲମଲ
ଝଲମଲ, ଆଖି ହେଲା ଝଲମଲ
ଏ ଚଗଲି ମନକୁ ମୋର, କାଳେ ନେଇଯିବ ଆସି ଚୋର
ଲୁଚେଇ ରଖିଛି, ଲାଗୁଛି ଡର
ଆଲୋ ମୋ ସରମୀ-ଲତା, ଥରେ ବୁଝିଯା ମୋ ମନ କଥା
ଥରୁଟେ ତୋ ମନ ମୋତେ ଦେଇଥା
ଯେବେ ବୁଝିଗଲି ତ ଇଶାରା, ମୋତେ ଲାଗିଲା ଭଲ
ଯେବେ ବୁଝିଗଲି ତ ଇଶାରା, ମୋତେ ଲାଗିଲା ଭଲ
ଲାଗିଲା ଭଲ
ଝଲମଲ, ଆଖି ହେଲା ଝଲମଲ
ଝଲମଲ, ଆଖି ହେଲା ଝଲମଲ
ଝଲମଲ, ଆଖି ହେଲା ଝଲମଲ
ଝଲମଲ, ଆଖି ହେଲା ଝଲମଲ