Skip to content
Lyric
Dive
Public playlists
My playlists
Search
Sign in
Rani Guri
Mantu Chhuria & Aseema Panda
Popularity · Low
+
🇳🇵 Nepali · Original
0
0
Listen
YouTube
1
2
3
0:00 / 0:00
Loading YouTube player...
Lyrics offset
Synced
Lyrics
Original
Translation
Bilingual
ହାଏ ରେ ମୋର୍ ରାନୀ-ଗୁରୀ, ପାଏଝଲବାଲି
କେତେ ଚାଲୁଛୁ ଅଣ୍ଟାକେ ହଲେଇ?
ହାଏ ରେ ମୋର୍ ସୁନ୍ଦରିମତୀ, କାଜଲବାଲି
କେତେ ଦେଖୁଛୁ ଆଖି ଖୁଲି-ଖୁଲି?
ହାଏ ରେ ମୋର୍ ରାନୀ-ଗୁରୀ, ପାଏଝଲବାଲି
କେତେ ଚାଲୁଛୁ ଅଣ୍ଟାକେ ହଲେଇ?
ହାଏ ରେ ମୋର୍ ସୁନ୍ଦରିମତୀ, କାଜଲବାଲି
କେତେ ଦେଖୁଛୁ ଆଖି ଖୁଲି-ଖୁଲି
ମୁଇଁ ଜାନିଛେ ପିଲା ତୁଇ ମୋତେ ରସାବୁ ବୋଲି
ଖାଲି ସୁନ୍ଦରୀ-ସୁନ୍ଦରୀ କହି କରି ହସାବୁ ବୋଲି
କେତେ ପିଲା ଭାବୁଛନ୍ ମୋତେ ଖାଲି ପଟାମୁ ବୋଲି
ହେଲେ ତୁଇ ଭାବୁଛୁ ମୋତେ ଖାଲି ଫସାବୁ ବୋଲି
ହାଏ ରେ ମୋର୍ ରାନୀ-ଗୁରୀ (ଏହେ), ପାଏଝଲବାଲି
କେତେ ଚାଲୁଛୁ ଅଣ୍ଟାକେ ହଲେଇ?
ହାଏ ରେ ମୋର୍ ସୁନ୍ଦରିମତୀ (ଏହେ), କାଜଲବାଲି
କେତେ ଦେଖୁଛୁ ଆଖି ଖୁଲି-ଖୁଲି?
ନନୀ ତୋର୍ ମୁଲକି-ହସି ପାଗଲ କଲା
ତତେ ଯିଏ ଦେଖଲା ଗୁରୀ ସେତ ମଲା
ନନୀ ତୋର୍ ମୁଲକି-ହସି ପାଗଲ କଲା
ତୋତେ ଯିଏ ଦେଖଲା ଗୁରୀ ସେତ ମଲା
ଭଲ୍ ପାଏମି ତତେ ଖାଲି ନିଜର୍ ଭାବିକରି
ରଖମୀ ତତେ ମୋର୍ ଠାନେ ରାଜା ବନେଇକରି
ଶୁନ୍ ରେ ମୋର ରାଜା hero (ଏହେ), ରାନୀ ତୋର୍ ହେଲି
ତୋର୍ ଲାଗି ବାବୁ ହଉଛେଁ ଭାଲି
ହାଏ ରେ ମୋର୍ ରାଜା-ପିଲା (ଏହେ), ଦିଲ୍ ମୋର୍ ଦେଲି
କେଭେ ନାଇଯିବୁ ମୋତେ ତୁ ଭୁଲି
ତୋର୍ ମୁଲ୍-ମୁଲକି ହସି ଦେଖି ରସିତ ଗଲି
ତୋର୍ ସୁନ୍ଦରୀ-ଚେହେରା ଦେଖି ମୁଇଁ ପାଗଲା ହେଲି
ହାଏ ରେ ମୋର୍ ରାନୀ-ଗୁରୀ, ପାଏଝଲବାଲି
କେତେ ଚାଲୁଛୁ ଅଣ୍ଟାକେ ହଲେଇ?
ହାଏ ରେ ମୋର୍ ସୁନ୍ଦରିମତୀ, କାଜଲବାଲି
କେତେ ଦେଖୁଛୁ ଆଖି ଖୁଲି-ଖୁଲି?
ଚାଲୁହେଲା ଆମର ପ୍ରେମ୍-କାହାନୀ
କେତେ ଭଲ ପାଉଛେଁ ତତେ ତୁଇ ନାଇଁ ଜାନି
ଚାଲୁହେଲା ଆମର ପ୍ରେମ୍-କାହାନୀ
କେତେ ଭଲ ପାଉଛେଁ ତତେ ତୁଇ ନାଇଁ ଜାନି
ନାଇଁ ଛାଡେ ତୋର୍ ହାତକେ କେଭେ ରାଗି, ରୁଷିକରି
ଭୁଲ ହେଲେ କହିଦେମି ତତେ, sorry जानू ବୋଲି
ଶୁନ୍ ରେ ମୋର ରାଜା hero (ଏହେ), ରାନୀ ତୋର୍ ହେଲି
ମୋତେ ବୁଲାବୁ ଗାଡ଼ିଥି ଖାଲି
ହାଏ ରେ ମୋର୍ ରାଜା-ପିଲା (ଏହେ), ଦିଲ୍ ମୋର୍ ଦେଲି
ତୁଇ ରଖବୁ ଏଟା ସମ୍ଭାଲି-ସମ୍ଭାଲି
କେତେ ଭଲପାଏମି ତତେ ମୁଇଁ ଦେଖବୁ ତୁଇ ଖାଲି
ସଭେ ଜାନିଯିବେ ଦେଖି ତତେ ମୋର ବୋଲି
ହାଏ ରେ ମୋର୍ ରାନୀ-ଗୁରୀ, ପାଏଝଲବାଲି
କେତେ ଚାଲୁଛୁ ଅଣ୍ଟାକେ ହଲେଇ?
ହାଏ ରେ ମୋର୍ ସୁନ୍ଦରିମତୀ, କାଜଲବାଲି
କେତେ ଦେଖୁଛୁ ଆଖି ଖୁଲି-ଖୁଲି?
ହାଏ ରେ ମୋର୍ ରାନୀ-ଗୁରୀ, ପାଏଝଲବାଲି
କେତେ ଚାଲୁଛୁ ଅଣ୍ଟାକେ ହଲେଇ?
ହାଏ ରେ ମୋର୍ ସୁନ୍ଦରିମତୀ, କାଜଲବାଲି
କେତେ ଦେଖୁଛୁ ଆଖି ଖୁଲି-ଖୁଲି?