Skip to content
Lyric
Dive
Public playlists
My playlists
Search
Sign in
Aji Tharu
Humane Sagar, Dipti Rekha
Popularity · Low
+
🇳🇵 Nepali · Original
0
0
YouTube
Searching YouTube...
Lyrics
Original
Translation
Bilingual
ଅାଜିଠାରୁ, ପାଦ ମୋର ତୋରି ରାସ୍ତାରେ
ଅାଜିଠାରୁ, ଚାଲିବି ମୁଁ ତୋରି ବାଟରେ
ତୁ ଯୁଆଡେ ଯିବୁ, ମୁଁ ସିଆଡେ ଯିବି
ତୋ ସାଥିରେ
ଆଜିଠାରୁ, ହାତ ମୋର ତୋରି ହାତରେ
ଆଜିଠାରୁ, ଚାଲିବି ମୁଁ ତୋରି ବାଟରେ
ତୁ ଯୁଆଡେ ଯିବୁ, ମୁଁ ସିଆଡେ ଥିବି
ତୋ ସାଥିରେ
ଅାଜିଠାରୁ, ପାଦ ମୋର ତୋରି ରାସ୍ତାରେ
ଅାଜିଠାରୁ, ଚାଲିବି ମୁଁ ତୋରି ବାଟରେ
ଅଧା ଗପ ତୁ, ଅଧା ଗପ ମୁଁ
ତୋ ବିନା ଆଉ କିଛି ଭାବେ ନାହିଁ ମୁଁ
ଅଧା ସ୍ବପ୍ନ ତୁ, ଅଧା ସ୍ବପ୍ନ ମୁଁ
ତୋତେ ଛାଡ଼ି ସ୍ବପ୍ନ କେବେ ଦେଖି ନାହିଁ ମୁଁ
ଆଜିଠାରୁ, ସ୍ବପ୍ନ ମୋର ତୋରି ଆଖିରେ
ଆଜିଠାରୁ, କଥା ମୋର ତୋରି ଓଠରେ
ତୁ ଯାହା କହିବୁ ମୁଁ ସବୁ ଶୁଣିବି
ତୋ ଇଚ୍ଛାରେ
ଆଜିଠାରୁ, ହାତ ମୋର ତୋରି ହାତରେ
ଆଜିଠାରୁ, ଚାଲିବି ମୁଁ ତୋରି ବାଟରେ
(I love you, I love you)
(I love you, I love you)
ମିଠା ପ୍ରେମ ତୁ, ମିଠା ମନ ତୁ
ମିଠା ମିଠା କାହାଣୀରେ ମରିଯାଏ ମୁଁ
ମିଠା ଗୀତ ତୁ, ମିଠା ମିତ ତୁ
ଭଲ ଲାଗେ ତୋ ପାଖରେ ହାରିଗଲେ ମୁଁ
ଆଜିଠାରୁ, ଗପ ମୋର ତୋରି ଗପରେ
ଆଜିଠାରୁ, ଗୀତ ମୋର ତୋରି ଗୀତରେ
ତୁ ଯୁଆଡେ ଯିବୁ, ମୁଁ ସିଆଡେ ଥିବି
ତୋ ସ୍ୱପ୍ନରେ
ଅାଜିଠାରୁ, ପାଦ ମୋର ତୋରି ରାସ୍ତାରେ
ଅାଜିଠାରୁ, ବାଟ ମୋର ତୋରି ବାଟରେ