Chandrama Ago Chandrama
Radha Krishna Bhanja, Abhijeet, Sadhana Sargam
Popularity · Low
Listen
YouTube
0:00 / 0:00
Loading YouTube player...
Lyrics offset
Synced
Lyrics
ଚନ୍ଦ୍ରମା ଆଗୋ ଚନ୍ଦ୍ରମା
ତୁମେ ମେଘ ତଳେ ଲୁଚି ଯାଅନା
ଚନ୍ଦ୍ରମା ଆଗୋ ଚନ୍ଦ୍ରମା
ତୁମେ ମେଘ ତଳେ ଲୁଚି ଯାଅନା
ଏଇ ରାତି ଝୁମେ ଏଇ ମନ ଝୁମେ
ଝୁମା ଝୁମା ଆଖି ଟିକେ ଖୋଲନା
ଚନ୍ଦ୍ରମା ଆଗୋ ଚନ୍ଦ୍ରମା
ତୁମେ ମେଘ ତଳେ ଲୁଚି ଯାଅନା
ସାଗର ବେଳାରେ ଢେଉ ଯେତେ ଆସି ଛୁଇଁ ଛୁଇଁଯାଏ ତୀର
ମୋ ମନ ଶାମୁକା ଚାହିଁଛି ତୁମକୁ
ମାଗୁଛି ଟୋପାଏ ଲୁହ
ଅଭିମାନିନୀ ଗୋ ଟିକେ ହସି ଦିଅ
ତୁମ ମୌନତା ଭଲ ଲାଗେନା, ଭଲ ଲାଗେନା
ଚନ୍ଦ୍ରମା ଦେଖ ହସୁଛି ଆକାଶେ
ମାଗୁଛି ଟିକିଏ ପ୍ରୀତି
ଚହଲା ଢେଉରେ ଦୋହୁଲୁଛି ବାନା
ଜହ୍ନ ବି ଖୋଜୁଛି ସାଥୀ
ମୁଁ କହୁଛି ଶୁଣ କାନେ କାନେ ତୁମ
ତୁମ ବିନା ଆଉ ରହିପାରେନା, ରହିପାରେନା
ଝୁମା ଝୁମା ଆଖି ଟିକେ ଖୋଲନା, ଖାେଲନା ।