Skip to content
Lyric
Dive
Public playlists
My playlists
Search
Sign in
O Sathiya
Kuldeep
Popularity · Low
+
🇳🇵 Nepali · Original
0
0
Listen
YouTube
1
2
3
0:00 / 0:00
Loading YouTube player...
Lyrics offset
Synced
Lyrics
Original
Translation
Bilingual
ओ, साथिया, ओ, रे पिया
ଅବୁଝା ଏ ମନ ମୋର ହେଲା ରେ ଚଗଲା
ओ, साथिया, ओ, रे पिया
ଓଢ଼ଣୀରେ ଲେଖିଦେଲା କଥା ସେ ଅଭୁଲା
ପାଖରେ ଥାଇ କାଇଁ ଲାଗେ ଅଛୁ ତୁ ଦୂର?
ଦିନେ ନଦେଖିଲେ ଲାଗେ କାଇଁ ଖାଲି ମତେ ଡ଼ର?
ହଜିଗଲି ମୁଁ ଯେରେ, ଭିଜିଲି ତୋ ପ୍ରେମରେ
ଯେବେ ଆଖି ତତେ ଦେଖିଦେଲା
ओ, साथिया, ओ, रे पिया
ଅବୁଝା ଏ ମନ ମୋର ହେଲାରେ ଚଗଲା
ओ, साथिया, ओ, रे पिया
ଓଢ଼ଣୀରେ ଲେଖିଦେଲା କଥା ସେ ଅଭୁଲା
ପାଦ ମୋ ବାଟରେ ଯାଏ ଅଟକି
ଲାଗୁଛି ଯେମିତି ଦଉଛୁ ଡ଼ାକି
ପଛକୁ ଫେରିକି ଚାହେଁ ମୋ ଆଖି
ଲୁଚିଯାଉ ଆଖିରୁ, ଦଉଛୁ ଠକି
କଥା ତୋର ଭାବିକି କଟିଯାଏ ମୋର ଦିନ
ହସୁଛି ଖାଲିଟାରେ କାଇଁ ମନକୁ ମୋ ମନ?
ପାରୁନି କିଛି ଜାଣି, ପାଖକୁ ହୁଏ ଟାଣି
ତୋ ପ୍ରେମରେ ହେଲି ମତୁଆଲା
ओ, साथिया, ओ, रे पिया
ଅବୁଝା ଏ ମନ ମୋର ହେଲାରେ ଚଗଲା
ओ, साथिया, ओ, रे पिया
ଓଢ଼ଣୀରେ ଲେଖିଦେଲା କଥା ସେ ଅଭୁଲା
କେତେ ଭଲପାଏ ମୁଁ ପାରୁନି କହି
ଜଳେ ମୁଁ ଯେବେ କିଏ ଛୁଏଁ ତୋ ଛାଇ
ରଖିବାକୁ ଚାହେଁ ତତେ ମୁଁ ଲୁଚେଇ
କାଳେ କିଏ ନେଇଯିବ ତତେ ଚୋରେଇ
ଛାତିରେ ଗଲୁ ରହି ତୁ ଯେବେ ଧୀରେ-ଧୀରେ
କାଇଁ ଜାଣି ତୁ ଅଜଣା ହଉ? ବୁଝିଯା ତୁ ଥରେ
ମନରେ କେତେ କଥା, ଡ଼ରରେ ନୀରବତା
ଏମିତି ଏ ମନ ହାରିଗଲା
ओ, साथिया, ओ, रे पिया
ଅବୁଝା ଏ ମନ ମୋର ହେଲାରେ ଚଗଲା
ओ, साथिया, ओ, रे पिया
ଓଢ଼ଣୀରେ ଲେଖିଦେଲା କଥା ସେ ଅଭୁଲା