Skip to content
Lyric
Dive
Public playlists
My playlists
Search
Sign in
Bin Bala
Aseema Panda & Humane Sagar
Popularity · Low
+
🇫🇷 French · Original
0
0
Listen
YouTube
1
2
3
0:00 / 0:00
Loading YouTube player...
Lyrics offset
Synced
Lyrics
Original
Translation
Bilingual
ଗୋରୀ ତୋର look bournvita ଭଳି
Energy ଦିଏ ଭରି
ଟୋକା ତୋର style ସାହରୁଖ ଖାନ ଭଳି
କିଏ ହବ ତୋ ସରି?
ହେ, ଗୋରୀ ତୋର look bournvita ଭଳି
Energy ଦିଏ ଭରି
ଟୋକା ତୋର style ସାହରୁଖ ଖାନ ଭଳି
କିଏ ହବ ତୋ ସରି?
ମୁଁ ତୋ ପାଇଁ wait କରିଛି baby
ତତେ ଦାରିଙ୍ଗିବାଡ଼ି ମୁଁ ବୁଲେଇ ନେବି
ମୁଁ ବିନ୍ ବଜେଇ ଦଉଛି, ତୁ ଗୁମ୍ଫାରୁ ନାଚିଦେ
(ହିସ୍ नागिन)
ବିନବାଲା ରେ, ହାଏ, ବିନ୍ ବଜେଇ ଦେ
ହେ, ହାଏ ରେ नागिन ଗୋରୀ, ତୋର जलवा ଦେଖେଇଦେ
Whatsapp ରୁ Insta viral ତୋ କାଚ-ମାର୍କା ଚାହାଣି
କଉଠୁ କହ କେର-କେରା pose ଶିଖୁ ବୟାଣୀ
ହଁ, six feet ତୋ height, ଟାଇଗର ଶ୍ରୋଫ୍ ଭଳି ତୋର figure
ବିଦ୍ୟାରାଣ ଜାନୁ! cute ଲାଗେ ତୋ ପ୍ରେମ flavour
ତୋ security-guard ହେଇ ରହିବି
ତୋ ପଛରେ left-right କରି ବୁଲିବି
ମୁଁ ଆଖି ମାରି ଦଉଛି, ତୁ ଝରକାରୁ ହସିଦେ
(ହିସ୍ नागिन)
ବିନବାଲା ରେ, ହାଏ, ବିନ୍ ବଜେଇ ଦେ
ହେ, ହାଏ ରେ नागिन ଗୋରୀ, ତୋର जलवा ଦେଖେଇଦେ
Super ତୋ style, ଦେଖି ମୁଁ ହେଇଗଲି ଦିୱାନୀ
କହିଦେ ଜାନୁ କେବେ सुरु ହବ ଆମ କାହାଣୀ
ହେ, प्यार ତୋ ମିଷ୍ଟି, କଲକତା connection ରହିଛି
"আমি তোমাকে ভালোবাসি" word ଖାଲି ଶୁଭୁଛି
ମୋତେ କଳିଙ୍ଗା ଘାଟି ତୁ ବୁଲେଇ ନବୁ
ସେଠି ଉପମା, ପୁରୀ ତୁ ଖିଲେଇଦବୁ
ମୁଁ date ଦେଇ ଦଉଛି, ତୁ confirm କରିଦେ
(ହିସ୍ नागिन)
ବିନବାଲା ରେ, ହାଏ, ବିନ୍ ବଜେଇ ଦେ
ହେ, ହାଏ ରେ नागिन ଗୋରୀ, ତୋର जलवा ଦେଖେଇଦେ
(ହିସ୍ नागिन)