Skip to content
Lyric
Dive
Public playlists
My playlists
Search
Sign in
Gulabi Naina
Amar Dash
Popularity · Low
+
🇮🇳 Hindi · Original
0
0
Listen
YouTube
1
2
3
0:00 / 0:00
Loading YouTube player...
Lyrics offset
Synced
Lyrics
Original
Translation
Bilingual
ତୁଇ କେନ୍ ରାଇଜର୍ ପରୀ ଲୋ? ପରୀ ଲୋ?
ଆଉ କିଏ ହେବା ତୋର୍ ସରି ଲୋ? ସରି ଲୋ?
ତୁଇ କେନ୍ ରାଇଜର୍ ପରୀ ଲୋ? ପରୀ ଲୋ?
କହ, କିଏ ହେବା ତୋର୍ ସରି ଲୋ? ସରି ଲୋ?
ମୁଇଁ ଡୁବି ଯାଏତି, ଡୁବି ମରି ଯାଏତି
ମୁଇଁ ଡୁବି ଯାଏତି, ମରି ଯାଏତି, ହାଏ ରେ हसीना
गुलाबी नैना, ତୋର୍ नैना, ତୋର୍ नैना-नैना
गुलाबी नैना, ତୋର୍ नैना, ତୋର୍ नैना-नैना
उड़ाले चैना, ମୋର୍ चैना, ତୋର୍ नैना-नैना
ଯେଭେ ଉପରବାଲା ତତେ ଗଢ଼ି ସାରିଥିବ
ନିଜର କାରିଗରୀ ଦେଖି ଚମକି ପଡ଼ିଥିବ
କାହାର किसमत ଥି ଇତାକେ ଲେଖିଦେମି ବୋଲି
ଯୁଗେଟେ ଲୋ ପହେଲା ବସି ଭାବିଥିବ
ଆଏହାଏ ରେ ଅପସରି, ତତେ ନିହାରି ନିହାରି
ଆଏହାଏ ରେ ଅପସରି, ତତେ ନିହାରି ନିହାରି
କାବା ହେଇଗଲି ଏତେ, ଭୁଲିଗଲି ନିଜର ନାଁ
परवाह ନାଇଁ, ଜିଉଁଥିମି, ମରୁଥିମି ହସି ହସି, हर जनम
दुआ ଏତେ ଖାଲି ରଖିନେ ତୁଇ ମତେ କରି ତୋର ଛାଏ, ଆଏ कसम
ମୁଇଁ ତରି ଯାଏତି, ଡୁବି ମରି ଯାଏତି
ମୁଇଁ ତରି ଯାଏତି, ଡୁବି ମରି ଯାଏତି, ହାଏ ରେ हसीना
गुलाबी नैना, ତୋର୍ नैना, ତୋର୍ नैना-नैना
गुलाबी नैना, ତୋର୍ नैना, ତୋର୍ नैना-नैना
गुलाबी नैना, ତୋର୍ नैना, ତୋର୍ नैना-नैना
गुलाबी नैना, ତୋର୍ नैना, ତୋର୍ नैना-नैना
गुलाबी नैना, नैना, नैना, नैना, नैना