Skip to content
Lyric
Dive
Public playlists
My playlists
Search
Sign in
Akhi Palakare
Kumar Bapi
Popularity · Low
+
🇳🇵 Nepali · Original
0
0
Listen
YouTube
1
2
3
0:00 / 0:00
Loading YouTube player...
Lyrics offset
Synced
Lyrics
Original
Translation
Bilingual
ଆଖି ପଲକରେ ତୁ, ସ୍ଵପ୍ନ ଝଲକରେ ତୁ
ଆଖି ପଲକରେ ତୁ, ସ୍ବପ୍ନ ଝଲକରେ ତୁ
ମନର କାନ୍ଥରେ, ଆଇନା କାଚରେ
ତତେ ନୀତି ଦେଖୁଥାଏ ମୁଁ
ଆଖି ପଲକରେ ତୁ, ସ୍ଵପ୍ନ ଝଲକରେ ତୁ
ଆଖି ପଲକରେ ତୁ, ସ୍ବପ୍ନ ଝଲକରେ ତୁ
ପାହାନ୍ତିଆ ଭିଜା-ଭିଜା ସିନ୍ଦୂର ସକାଳ ତୁ, ସିନ୍ଦୂର ସକାଳ ତୁ
ହଁ, ଗୋଧୂଳିର ଝୁମା-ଝୁମା ଗୋଲାପି ସଞ୍ଜଟେ ତୁ, ଗୋଲାପି ସଞ୍ଜଟେ ତୁ
କିଛି ବି ତୋ ବିନା ଭଲ ଯେ ଲାଗେନା
ତତେ ଝୁରି ମରୁଥାଏ ମୁଁ
ରକ୍ତ ଗୋଲାପରେ ତୁ, ବନ୍ଧୁ ଆଳାପରେ ତୁ
ଆଖି ପଲକରେ ତୁ, ସ୍ଵପ୍ନ ଝଲକରେ ତୁ
ବାଟଭୁଲା ଚୁଲୁବୁଲି ଚଗଲି ଝରଣା ତୁ, ଚଗଲି ଝରଣା ତୁ
ହଁ, ଆନମନା ଲାଜକୁଳି ଜିଦିଆ ବରଷା ତୁ, ଜିଦିଆ ବରଷା ତୁ
ତୋ ନିଜ ମନକୁ ପଚାରି ବୁଝିବୁ
ତତେ କେତେ ଭଲପାଏ ମୁଁ
ଗୀତ କବିତାରେ ତୁ, ଗପ କାହାଣୀରେ ତୁ
ଆଖି ପଲକରେ ତୁ, ସ୍ଵପ୍ନ ଝଲକରେ ତୁ
ମନର କାନ୍ଥରେ, ଆଇନା କାଚରେ
ତତେ ନୀତି ଦେଖୁଥାଏ ମୁଁ
ଲାଲା-ଲାଲା-ଲାଲା-ଲାଲା
ଓହୋ-ହୋହୋ-ହୋହୋ-ହୋହୋ
ହୁଁହୁଁ-ହୁଁହୁଁ-ହୁଁହୁଁ-ହୁଁହୁଁ
ହେହେ-ହେହେ-ହେହେ ଆହା