Skip to content
Lyric
Dive
Public playlists
My playlists
Search
Sign in
Kiye Pabanare
Ira Mohanty
Popularity · Low
+
🇳🇵 Nepali · Original
0
0
Listen
YouTube
1
2
3
0:00 / 0:00
Loading YouTube player...
Lyrics offset
Synced
Lyrics
Original
Translation
Bilingual
ସା-ସା, ସା-ସା-ସା-ସା
ନି-ସା-ରେ, ରେ-ରେ-ରେ-ରେ-ରେ
ରେ-ଗା-ମା-ପା-ଗା, ପା-ଗା-ସା-ନି
ପାଧା-ନିଶା-ରେ-ଗା-ମା-ପା, ଧା-ମା-ରେ, ଗା-ପା
କିଏ ପବନରେ...
କିଏ ପବନରେ ଫାଶ ବୁଣେ ରେ?
ଧୀରେ-ଧୀରେ, ଧୀରେ-ଧୀରେ
ଧୀରେ-ଧୀରେ, ଧୀରେ-ଧୀରେ
କିଏ ସପନରେ ମୋତେ ଟାଣେ ରେ?
ଧୀରେ-ଧୀରେ, ଧୀରେ-ଧୀରେ
ଧୀରେ-ଧୀରେ, ଧୀରେ-ଧୀରେ
ଉଡ଼େ ମୁଁ, କୁହୁକ ଡ଼େଣାରେ
ଧୀରେ-ଧୀରେ, ଧୀରେ-ଧୀରେ
ଧୀରେ-ଧୀରେ, ଧୀରେ-ଧୀରେ
ନିଦ ମୋ ଅଳପ, ଅଳସ ବେସି
ହସ ମୋ ଅଳପ, ଲାଜ ତ ବେସି
ଇଏ କି ଋତୁଟେ ଛୁଇଁଲା କହ
ବିନା ବରଷାରେ ଭିଜେ ମୋ ଦେହ
ପାଦ ଖସିଯାଏ...
ପାଦ ଖସିଯାଏ ଫୁଲ ବଣରେ
ଧୀରେ-ଧୀରେ, ଧୀରେ-ଧୀରେ
ଧୀରେ-ଧୀରେ, ଧୀରେ-ଧୀରେ
ପଦୁଅଁ ପାଲିଙ୍କି ସାଥିରେ ଧରି
ଡାକୁଛି କିଏ ସେ ହାତକୁ ଠାରି?
ରିମଝିମ୍-ରିମଝିମ୍, ରିମଝିମ୍-ରିମଝିମ୍
ଛନନ-ଛନନ ଛନଛନ୍
ଯେତିକି ଭାବୁଛି ଯିବି ମୁଁ ଛପି
ସେତିକି ଖୋଜୁଚି ତାକୁ ଏ ଆଖି
ମୋର ଚୁଡ଼ି ବାଜେ...
ମୋର ଚୁଡ଼ି ବାଜେ ରୁଣୁଝୁଣୁ ରେ
ଧୀରେ-ଧୀରେ, ଧୀରେ-ଧୀରେ
ଧୀରେ-ଧୀରେ, ଧୀରେ-ଧୀରେ
ଉଡ଼େ ମୁଁ, କୁହୁକ ଡ଼େଣାରେ
ଧୀରେ-ଧୀରେ, ଧୀରେ-ଧୀରେ
ଧୀରେ-ଧୀରେ, ଧୀରେ-ଧୀରେ
ଧୀରେ-ଧୀରେ, ଧୀରେ-ଧୀରେ
ଧୀରେ-ଧୀରେ, ଧୀରେ-ଧୀରେ