Dhire Dhire (Sad Version)
Ananya Nanda, Humane Sagar, Prem Anand
Popularity · Low
Listen
YouTube
0:00 / 0:00
Loading YouTube player...
Lyrics offset
Synced
Lyrics
ଭଲ ପାଇ କିବା ଭୁଲ କଲି
ଆଜି କେମିତି ପାରିବି ଭୁଲି
ଆଜି କେମିତି ପାରିବି ଭୁଲି
କଥା ହେଇ କିବା ଭୁଲ କଲି
ଆଜି କେମିତି ଯିବି ମୁଁ ଚାଲି
ଆଜି କେମିତି ଯିବି ମୁଁ ଚାଲି
ହାଏ କେମିତିକା ଏ ଚୋରାବାଲି
ଆଜି ପାଦତଳ ଲାଗେ ଖାଲି ଖାଲି
କେମିତି ଜିଇଁବି ଏକା କାଲି
କେମିତି ଜିଇଁବି ଏକା କାଲି
ଦେଖା ହେଲା ଭଲ ହେଲା
ଭଲ କାଇଁ ପାଇଲି
ଭଲ ପାଇଲି
କିଛି ବାଟ ଗଲା ପରେ
ବାଟ କାଇଁ ଭୁଲିଲି
ବାଟ ଭୁଲିଲି
କେତେ ସ୍ବପ୍ନ ମୁଁ ଦେଖିଥିଲି
ହାଏ, ତୋ ସାଥେ ଚାଲିବି ବୋଲି
ହାଏ, ତୋ ସାଥେ ଚାଲିବି ବୋଲି
ସ୍ବପ୍ନ ସାଜିବାକୁ କାଲି ଡରୁଥିଲି
ଆଜି ସତରେ ମୁଁ ବାଟ ଭୁଲି ଗଲି
କେମିତି ଜିଇଁବି ଏକା କାଲି
କେମିତି ଜିଇଁବି ଏକା କାଲି