Skip to content
Lyric
Dive
Public playlists
My playlists
Search
Sign in
Premikara Bari Aare
Akshaya Mohanty
Popularity · Low
+
🇳🇵 Nepali · Original
0
0
Listen
YouTube
1
2
3
0:00 / 0:00
Loading YouTube player...
Lyrics offset
Synced
Lyrics
Original
Translation
Bilingual
ରୁ-ରୁ-ରୁ-ରୁ-ରୁ-ହୋ-ହୋ
ରୁ-ରୁ-ରୁ-ରୁ-ରୁ-ହୋ-ହୋ
ରୁ-ରୁ-ରୁ-ରୁ-ରୁ-ହୋ-ହୋ
ରୁ-ରୁ-ରୁ-ରୁ-ରୁ
ପ୍ରେମିକା ର ବାଡ଼ି ଆଡ଼େ ବାଇଡ଼ଙ୍କ
ପୁଣି ବିଛୁଆତି ବଣ
ପ୍ରେମିକା ର ବାଡ଼ି ଆଡ଼େ ବାଇଡ଼ଙ୍କ, ପୁଣି ବିଛୁଆତି ବଣ (ଆ-ଆ-ଆ-ଆ-ଆ)
ତଥାପି ଉଜାଗ ଏ ପ୍ରେମିକ ର ମନ
ଯିବା ପାଇଁ ସେ ତ ଛନ-ଛନ
ଆରେ, କୁଣ୍ଡେଇ-କୁଣ୍ଡେଇ ଗଲା ପ୍ରାଣ
ପ୍ରେମିକା ର ବାଡ଼ି ଆଡ଼େ ବାଇଡ଼ଙ୍କ, ପୁଣି ବିଛୁଆତି ବଣ (ଆ-ଆ-ଆ-ଆ-ଆ)
ଲା-ଲା-ଲା-ଲା-ଲା
ଲା-ଲା-ଲା-ଲା-ଲା
ଲା-ଲା-ଲା-ଲା-ଲା-ଲା-ଲା
ରାତି ଅଧେ ଯିବା ପାଇଁ ବଡ଼ ଝାମେଲା
ଆରେ ବଡ଼ ଝାମେଲା
ପାଚେରି ତଳେ ତାଙ୍କ କୁକୁରଙ୍କ ମେଳା
ଆରେ କୁକୁରଙ୍କ ମେଳା
ଦିନରେ ଗଲେ ଲାଗେ ସାଇ ରେ ପାଲା
ପ୍ରେମରେ ଆମର ତ ଖଣ୍ଡ ପସିଲା
ତଥାପି କୁଲୁ-କୁଲୁ ପ୍ରେମିକ ର ମନ
ଯିବା ପାଇଁ ସେ ତ ଛନ-ଛନ
ଆରେ, ଧକେଇ-ଧକେଇ ଗଲା ପ୍ରାଣ
ପ୍ରେମିକା ର ବାଡ଼ି ଆଡ଼େ ବାଇଡ଼ଙ୍କ, ପୁଣି ବିଛୁଆତି ବଣ (ଆ-ଆ-ଆ-ଆ-ଆ)
ଲା-ଲା-ଲା-ଲା-ଲା
ଲା-ଲା-ଲା-ଲା-ଲା
ଲା-ଲା-ଲା-ଲା-ଲା-ଲା-ଲା
ପ୍ରେମିକା ର ଚାରିପଟେ ଯେତେ ପହରା
ଆରେ ଯେତେ ପହରା
ପ୍ରେମିକାର ଲାଗି ମୋର ସେତେ ଚେହେରା
ଆରେ ସେତେ ଚେହେରା
କେବେ ଗଲି ଝିଅ ହେଇ, କେବେ ବେହେରା
ଜାଣିଲି ପୀରତି ପଥ ଭାରି ଖସଡ଼ା
ତଥାପି ସକ-ସକ ପ୍ରେମିକ ର ମନ
ଯିବା ପାଇଁ ସେ ତ ଛନ-ଛନ
ଆରେ, ସକେଇ-ସକେଇ ଗଲା ପ୍ରାଣ
ପ୍ରେମିକା ର ବାଡ଼ି ଆଡ଼େ ବାଇଡ଼ଙ୍କ, ପୁଣି ବିଛୁଆତି ବଣ (ଆ-ଆ-ଆ-ଆ-ଆ)
ପ୍ରେମିକା ର ବାଡ଼ି ଆଡ଼େ ବାଇଡ଼ଙ୍କ, ପୁଣି ବିଛୁଆତି ବଣ (ଆ-ଆ-ଆ-ଆ-ଆ)