Skip to content

A Jibane Mo Jibane

Popularity · Low

Listen

YouTube

0:00 / 0:00
Loading YouTube player...
Lyrics offset
Synced

Lyrics

ଏ ଜୀବନେ, ମୋ ଜୀବନେ ହସ ନାହିଁ, ଲୁହ ନାହିଁ ତେଣୁ ବଞ୍ଚିବାର ମାନେ ନାହିଁ, ମାନେ ନାହିଁ ଏ ଜୀବନେ, ମୋ ଜୀବନେ ହସ ନାହିଁ, ଲୁହ ନାହିଁ ତେଣୁ ବଞ୍ଚିବାର ମାନେ ନାହିଁ, ମାନେ ନାହିଁ ଏ ଜୀବନେ ମୋ ଜୀବନେ ହସ ନାହିଁ, ଲୁହ ନାହିଁ ବଗିଚାରେ ଦିନେ କେବେ ଫୁଲ ଫୁଟିଥିଲା ଝରାଫୁଲ ସେ ବାରତା କାନେ କହିଗଲା କେବେ ଦିନେ ଝଡ଼ ଆସି, ଗଲା ହାଏ ଝାଡ଼ିଦେଇ ତେଣୁ ବଞ୍ଚିବାର ମାନେ ନାହିଁ, ମାନେ ନାହିଁ ଏ ଜୀବନେ, ମୋ ଜୀବନେ ହସ ନାହିଁ, ଲୁହ ନାହିଁ ମୋ ନିଜର କେହିଥିଲେ, ମୁଁ ଥିଲି କାହାର? କେବେ କେଉଁଦିନ ହେଲି ଦୁନିଆଠୁ ପର? କେଉଁ ନିଆଁ, କେଉଁ ଘର ଗଲା ଜାଳି ଜାଣେନାହିଁ ତେଣୁ ବଞ୍ଚିବାର ମାନେ ନାହିଁ, ମାନେ ନାହିଁ ଏ ଜୀବନେ, ମୋ ଜୀବନେ ହସ ନାହିଁ, ଲୁହ ନାହିଁ ତେଣୁ ବଞ୍ଚିବାର ମାନେ ନାହିଁ, ମାନେ ନାହିଁ ଏ ଜୀବନେ, ମୋ ଜୀବନେ ହସ ନାହିଁ, ଲୁହ ନାହିଁ ଉଁ-ହୁଁ-ହୁଁ-ହୁଁ-ହୁଁହୁଁ-ହୁଁ