Skip to content
Lyric
Dive
Public playlists
My playlists
Search
Sign in
Rahibaku De
Babul Supriyo, Nibedita, Bikas Das
Popularity · Low
+
🇳🇵 Nepali · Original
0
0
Listen
YouTube
1
2
3
0:00 / 0:00
Loading YouTube player...
Lyrics offset
Synced
Lyrics
Original
Translation
Bilingual
ରହିବାକୁ ଦେ ମୋତେ, ରହିବାକୁ ଦେ
ହୃଦୟରେ ତୋର ମୋତେ ରହିବାକୁ ଦେ
ମନଟା ବିଚରା
କେବେ ଠୁ ବେଘର
ସାହାରା ଟିକେ ତୁ ଦେ, ଦେ, ଦେ
ଭିଜିବାକୁ ଦେ ମୋତେ, ଭିଜିବାକୁ ଦେ
ଭଲ ପାଇବାରେ ତୋର ଭିଜିବାକୁ ଦେ
ଚାତକ ପରି ମୁଁ
କେବେଠୁ ଶୋଷିଲା
ବରଷା ଟିକେ ତୁ ଦେ, ଦେ, ଦେ
ରହିବାକୁ ଦେ ମୋତେ, ରହିବାକୁ ଦେ
ହୃଦୟରେ ତୋର ମୋତେ ରହିବାକୁ ଦେ
ରେଶମୀ ଅନ୍ଧାର, ଚାଦର ଘୋଡେ଼ଇ
ସଞ୍ଜ ଆସେ କହିବାକୁ
ହୋ, ଯୋଛନାରେ ଭିଜି, ପ୍ରେମର ନିଆଁରେ
ଭଲ ଲାଗେ ଜଳିବାକୁ
ଭଲ ଲାଗେ ଜଳିବାକୁ
ଜଳିବାକୁ ଦେ ମୋତେ, ଜଳିବାକୁ ଦେ
ତୋ ପ୍ରେମ ନିଆଁରେ ମୋତେ ଜଳିବାକୁ ଦେ
ଜାଣିନି କୁଆଡେ ଯାଉଛି ଏ ପାଦ
ଠିକଣା ଟିକେ ତୁ ଦେ, ଦେ, ଦେ
ରହିବାକୁ ଦେ ମୋତେ, ରହିବାକୁ ଦେ
ହୃଦୟରେ ତୋର ମୋତେ ରହିବାକୁ ଦେ
ଗୋଲାପି-ଗୋଲାପି ଋତୁ ଏ ପ୍ରେମର
ସୁନେଲି-ସୁନେଲି ଖରା
ହୋ, ତୁ ଥିଲେ ପାଖରେ
ପ୍ରତିଟି ମୁହୂର୍ତ୍ତ ମିଠା-ମିଠା ମହୁଝରା
ମିଠା-ମିଠା ମହୁଝରା
ହଜିବାକୁ ଦେ ମୋତେ, ହଜିବାକୁ ଦେ
ଗୋଲାପି ଋତୁରେ ମୋତେ ହଜିବାକୁ ଦେ
ପ୍ରେମର ତୀରରେ, ମନଟା ଘାଇଲା
ଔଷଧ ଟିକେ ତୁ ଦେ
ରହିବାକୁ ଦେ ମୋତେ, ରହିବାକୁ ଦେ
ହୃଦୟରେ ତୋର ମୋତେ ରହିବାକୁ ଦେ