Skip to content

Bansi Re Tu Radha

Popularity · Low

Listen

YouTube

0:00 / 0:00
Loading YouTube player...
Lyrics offset
Synced

Lyrics

ବଂଶୀରେ ତୁ ରାଧା ରାଧା ଡ଼ାକନା ବଂଶୀରେ ତୁ ରାଧା ରାଧା ଡ଼ାକନା ବଂଶୀରେ ତୁ ରାଧା ରାଧା ଡ଼ାକନା ବଂଶୀରେ ତୁ ରାଧା ରାଧା ଡ଼ାକନା ତୁ ଥରେ ଡ଼ାକିଦେଲେ ରାଧା ତାକୁ ଲାଗେ ନୂଆ ଏକ ନିନ୍ଦା ତୁ ଥରେ ଡ଼ାକିଦେଲେ ରାଧା ତାକୁ ଲାଗେ ନୂଆ ଏକ ନିନ୍ଦା କାହ୍ନା ନିନ୍ଦାର ନିଆଁରେ ଆଉ ଜଳାନା ବଂଶୀରେ ତୁ ରାଧା ରାଧା ଡ଼ାକନା ବଂଶୀରେ ତୁ ରାଧା ରାଧା ଡ଼ାକନା ବଂଶୀର ସାତ ସୁର, ତୁ ଗଲୁ କି ସବୁ ଭୁଲି? ବାଜିଲେ ଯେଉଁ ସୁରେ ଶୁଭୁଛି ରାଧା ଖାଲି ବଂଶୀର ସାତ ସୁର, ତୁ ଗଲୁ କି ସବୁ ଭୁଲି? ବାଜିଲେ ଯେଉଁ ସୁରେ ଶୁଭୁଛି ରାଧା ଖାଲି ତୋତେ ଆଉ କା ନା' କି ଡାକିବା ମନା ବଂଶୀରେ ତୁ ରାଧା ରାଧା ଡ଼ାକନା ବଂଶୀରେ ତୁ ରାଧା ରାଧା ଡ଼ାକନା ଗୋପରେ ଏତେ ଗୋପୀ ତୋ ପ୍ରେମରେ ହେଲେ ବାଇ ଯେତେକ ନିନ୍ଦା ସବୁ କେବଳ ରାଧା ପାଇଁ ଗୋପରେ ଏତେ ଗୋପୀ ତୋ ପ୍ରେମରେ ହେଲେ ବାଇ ଯେତେକ ନିନ୍ଦା ସବୁ କେବଳ ରାଧା ପାଇଁ ତୋର ହୃଦୟ ନାହିଁ କି କାଳିଆ ସୁନା? ବଂଶୀରେ ତୁ ରାଧା ରାଧା ଡ଼ାକନା ବଂଶୀରେ ତୁ ରାଧା ରାଧା ଡ଼ାକନା ବଂଶୀରେ ତୁ ରାଧା ରାଧା ଡ଼ାକନା ବଂଶୀରେ ତୁ ରାଧା ରାଧା ଡ଼ାକନା ତୁ ଥରେ ଡ଼ାକିଦେଲେ ରାଧା ତାକୁ ଲାଗେ ନୂଆ ଏକ ନିନ୍ଦା ତୁ ଥରେ ଡ଼ାକିଦେଲେ ରାଧା ତାକୁ ଲାଗେ ନୂଆ ଏକ ନିନ୍ଦା କାହ୍ନା ନିନ୍ଦାର ନିଆଁରେ ଆଉ ଜଳାନା ବଂଶୀରେ ତୁ ରାଧା ରାଧା ଡ଼ାକନା ବଂଶୀରେ ତୁ ରାଧା ରାଧା ଡ଼ାକନା ବଂଶୀରେ ତୁ ରାଧା ରାଧା ଡ଼ାକନା ବଂଶୀରେ ତୁ ରାଧା ରାଧା ଡ଼ାକନା