Rakta Debu Jibanaku Aame Jiteidebu
Humane Sagar
Popularity · Low
Listen
YouTube
0:00 / 0:00
Loading YouTube player...
Lyrics offset
Synced
Lyrics
ଟୋପାଏ ରକତ ଦେଇ ଜେ ମୋର
ଜଦି ଆଉ କାହା ଓଠ ହସ ଫୁଟେ
ଟୋପାଏ ରକତ ଦେଇ ଜେ ମୋର
ଯଦି ଆଉ କା ଜୀବନ ବଞ୍ଚାଇ ଦିଏ
ଆମେ ରକ୍ତ ଦବୁ ଆମେ ରକ୍ତ ଦବୁ
ଜୀବନ କୁ ଆମେ ଜୀତାଇ ଦବୁ
ଆମେ ରକ୍ତ ଦବୁ ଆମେ ରକ୍ତ ଦବୁ
ଜୀବନ କୁ ଆମେ ଜୀତାଇ ଦବୁ
ଜୀବନ, ଜୀବନ, ଜୀବନ ଜୀବନକୁ ଜିତାଇ ଦବୁ
ଟୋପାଏ ରକତ ଦେଇ ଜେ ମୋର
ଜଦି ଆଉ କାହା ଓଠେ ହସ ଫୁଟାଏ
ଟୋପାଏ ରକତ ଦେଇ ଜେ ମୋର
ଯଦି ଆଉ କା ଜୀବନ ବଞ୍ଚାଇ ଦିଏ
ଜୀବନ ଜୀବନ ଜୀବନ ଜୀବନକୁ ଜିତାଇ ଦବୁ
ଆମେ ରକ୍ତ ଦବୁ ଆମେ ରକ୍ତ ଦବୁ
ଜୀବନ କୁ ଆମେ ଜୀତାଇ ଦବୁ
ଆମେ ରକ୍ତ ଦବୁ ଆମେ ରକ୍ତ ଦବୁ
ଜୀବନ କୁ ଆମେ ଜୀତାଇ ଦବୁ
ସେଦିନ ଜାଣିବି ଜନମ ମୋହର
ହେଇତ ଜାଇନି ବ୍ୟର୍ଥ
ସେଦିନ ଜାଣିବି ଜୀବନର ମୁ ଯେ
ବୁଝିତ ଯାଇଛି ଅର୍ଥ
ହୋ,ରକତ ଅଭାବେ
ନ ଜାଉ କୋଉଠି ଜୀବନ ତ କାହାର
ରକ୍ତଦାନ କରି ଭରିଦେବା ଆମେ ରକ୍ତ ଭଣ୍ଡାର
ଜୀବନ ଜୀବନ ଜୀବନ ଜୀବନକୁ ଜିତାଇ ଦବୁ
ଆମେ ରକ୍ତ ଦବୁ ଆମେ ରକ୍ତ ଦବୁ
ଜୀବନ କୁ ଆମେ ଜୀତାଇ ଦବୁ
ଆମେ ରକ୍ତ ଦବୁ ଆମେ ରକ୍ତ ଦବୁ
ଜୀବନ କୁ ଆମେ ଜୀତାଇ ଦବୁ
ରକ୍ତ ଦାନପାଇଁ ସପଥ ନିଅରେ
ମୋ ଦେଶ ଭୋଉଣୀ ଭାଇ
ରକତ ନ ପାଇ ନମରୁ ଏଠାରେ
ଗରିବ ଅଭାଗା କେହି
ହୋ, ରକତ ଅଭାବେ
ନ ଜାଉ କୋଉଠି ଜୀବନତ କାହାର
ରକ୍ତଦାନ କରି ଭରିଦେବା ଆମେ ରକ୍ତଭଣ୍ଡାର
ଜୀବନ, ଜୀବନ, ଜୀବନ ଜୀବନକୁ ଜିତାଇ ଦବୁ
ଟୋପାଏ ରକତ ଦେଇ ଜେ ମୋର
ଜଦି ଆଉ କାହା ଓଠେ ହସ ଫୁଟେ
ଟୋପାଏ ରକତ ଦେଇ ଜେ ମୋର
ଯଦି ଆଉ କା ଜୀବନ ବଞ୍ଚାଇ ଦିଏ
ଜୀବନ ଜୀବନ ଜୀବନ ଜୀବନକୁ ଜିତାଇ ଦବୁ
ଆମେ ରକ୍ତ ଦବୁ ଆମେ ରକ୍ତ ଦବୁ
ଜୀବନକୁ ଆମେ ଜୀତାଇ ଦବୁ
ଆମେ ରକ୍ତ ଦବୁ ଆମେ ରକ୍ତ ଦବୁ
ଜୀବନକୁ ଆମେ ଜୀତାଇ ଦବୁ