Skip to content
Lyric
Dive
Public playlists
My playlists
Search
Sign in
A For Apple- Haladi Ginaa
Asima Panda
Popularity · Low
+
🇬🇧 English · Original
0
0
Listen
YouTube
1
2
3
0:00 / 0:00
Loading YouTube player...
Lyrics offset
Synced
Lyrics
Original
Translation
Bilingual
A for Apple-Apple
B for Banana
C for Couple-Couple
D for ଡ଼ାନାନା
A for Apple-Apple
B for Banana
C for Couple-Couple
D for ଡ଼ାନାନା
E for ଇଲୋ ବୋଉଲୋ
ଏଇଠି ଥିଲା, କୁଆଡେ ଗଲା? କିଏ ସେ ନେଲା? କଣ କଲା?
(Sorry to say baby, କଣ ସୁନା?)
ନାଇଁ ମ (ଆଉ?)
ମୋ ହଳଦୀ ଗିନା, ମୋ ହଳଦୀ ଗିନା
ମୋ ହଳଦୀ ଗିନା, ମୋ ହଳଦୀ ଗିନା
ମାଛ ଝମ୍ପି ନେଲା ମାଛରଙ୍କା ଆସି
ଧାନ ଖାଇଗଲା ବଣି
ତମେ ଯଉ କଥା ଫୁସୁର-ଫାସର
ଆମେ ସେଇ କଥା ଜାଣି
ଚୋର ଦେଖିଦେଲା କବାଟ ଫାଙ୍କରେ
ମୋ ଘର ସୁନା ଖଣି
ନୀତି ରାତିରେ ଆସିକି ମାଗୁଛି
ଦବ କି ଗିଲାସେ ପାଣି
F for, f for, f for ଫାଜିଲି-ଫାଜିଲି
J for ଯବାନି
H for heart ଦେଖିଲେ ହେଇଯାଏ ଦିୱାନୀ
I for अई-अईयो
ଏଇଠି ଥିଲା, କୁଆଡେ ଗଲା? କିଏ ସେ ନେଲା? କଣ କଲା?
(Sorry to say, କ'ଣ କାଚ ଆଇନା?)
ନାଇଁ ମ (ଆଉ?)
ମୋ ହଳଦୀ ଗିନା, ମୋ ହଳଦୀ ଗିନା
ମୋ ହଳଦୀ ଗିନା, ମୋ ହଳଦୀ ଗିନା