Skip to content
Lyric
Dive
Public playlists
My playlists
Search
Sign in
Sesha Hela Kahani Mora
Manas Kumar, Humane Sagar
Popularity · Low
+
🇳🇵 Nepali · Original
0
0
Listen
YouTube
1
2
3
0:00 / 0:00
Loading YouTube player...
Lyrics offset
Synced
Lyrics
Original
Translation
Bilingual
ମୁଁ ରାଜା, ତୁ ରାଣୀ ମୋର
ବିଧାତା ଭାଙ୍ଗିଲା ପ୍ରେମର ଘର
ନିଜ ଛାଇ ଆଜି କରିଲା ପର
ରାଣୀ ଚାଲିଗଲା ବହୁଦୂର
ହେଲେ ରାଜା ହେଇଗଲା ଯାଯାବର, ଯାଯାବର, ଯାଯାବର
ଏ ଜନମେ ସାଥି ତୋର ହେଇ ପାରିଲିନି
ଦେଇ ପାରିଲିନି ତୋର ମଥାରେ ସିନ୍ଦୁର
ଏ ଜନମେ ପ୍ରେମିକ ମୁଁ ହେଇ ପାରିଲିନି
ହେଇ ପରିଲୁନି ତୁ ପ୍ରେମିକା ମୋର
କଥାଟିଏ କହୁଛି ପ୍ରିୟା, ତୁ ମନେ ରଖିବୁ
ଯାହା ସନ୍ତକ ଦେଇଥିଲି ତାକୁ ସାଇତି ଥିବୁ
ଆର ଜନମରେ ଦେଖା ହବ ଆମର
ମୁଁ ରାଜା, ତୁ ରାଣୀ ସବୁ ଯୁଗଯୁଗର
ମୁଁ ରାଜା, ତୁ ରାଣୀ ସବୁ ଯୁଗଯୁଗର
ମୁଁ ରାଜା, ତୁ ରାଣୀ ସବୁ ଯୁଗଯୁଗର
ସାଥିହୋଇ ବାଟ ଚାଲୁଥିଲେ ଆମେ
ପଡିଗଲା ବୋଧେ କାହା ନଜର
ହୋ, ସାଥିହୋଇ ବାଟ ଚାଲୁଥିଲେ ଆମେ
ପଡିଗଲା ବୋଧେ କାହା ନଜର
ପ୍ରେମର କୋଣାର୍କ ତୋଳିବା ଆଗରୁ
ଝଡ଼ ଭାଙ୍ଗିଦେଲା ସ୍ବପ୍ନ ଆମର
ଆଜି ସବୁ ଆଶା, ସ୍ବପ୍ନ ନାଚେ ଏଇ ଆଖିରେ
ବାଟ ଆଜି ସବୁ ସାରିଯାଏ ଯାଏ ଅନେକ ଦୂରେ
ସାତ ଜନ୍ମେ ଆମ ପ୍ରେମ ହବ ଅମର
ମୁଁ ରାଜା, ତୁ ରାଣୀ ସବୁ ଯୁଗଯୁଗର
ମୁଁ ରାଜା, ତୁ ରାଣୀ ସବୁ ଯୁଗଯୁଗର
ମୁଁ ରାଜା, ତୁ ରାଣୀ ସବୁ ଯୁଗଯୁଗର
ଭାଗ୍ୟ ଯେତେବେଳେ ଭଗାରି ସାଜୁଛି
ଦୁନିଆଁକୁ କାଇଁ ଦେବାଲୋ ଦୋଷ?
ହୋ, ଭାଗ୍ୟ ଯେତେବେଳେ ଭଗାରି ସାଜୁଛି
ଦୁନିଆଁକୁ କାଇଁ ଦେବାଲୋ ଦୋଷ?
ଅଧା ରହିଗଲା ସପନ ଆମର
ଏ ପ୍ରେମକାହାଣୀ ହେଲାଲୋ ଶେଷ
ଏଇ ସମାଜ ଆଖିରେ ହେଲେ ଆମେଲୋ ଦୋଷୀ
ଏଠି ପ୍ରେମଠାରୁ ମିଳେ ଖାଲି ଛଳନା ବେଶି
ସବୁ ଜନମରେ ଦେଖା ହବ ଆମର
ମୁଁ ରାଜା, ତୁ ରାଣୀ ସବୁ ଯୁଗଯୁଗର
ମୁଁ ରାଜା, ତୁ ରାଣୀ ସବୁ ଯୁଗଯୁଗର
ମୁଁ ରାଜା, ତୁ ରାଣୀ ସବୁ ଯୁଗଯୁଗର