Mu Paradesi Chadhei - Male Vocals
Munna Aziz
Popularity · Low
Listen
YouTube
0:00 / 0:00
Loading YouTube player...
Lyrics offset
Synced
Lyrics
ମୁଁ ପରଦେଶୀ ଚଢ଼େଇ, ଚଢ଼େଇ, ଚଢ଼େଇ, ଚଢ଼େଇ
ମୁଁ ପରଦେଶୀ ଚଢ଼େଇ ଗାଇବାର ସ୍ବପ୍ନ ନେଇ
ଗାଇଯାଏ କାହା ପାଇଁ?
ଜାଣେନା, ଜାଣେନା, ଜାଣେନା
ମୁଁ ପରଦେଶୀ ଚଢ଼େଇ ଗାଇବାର ସ୍ବପ୍ନ ନେଇ
ଗାଇଯାଏ କାହା ପାଇଁ?
ଜାଣେନା, ଜାଣେନା, ଜାଣେନା
ମୁଁ ପରଦେଶୀ ଚଢ଼େଇ
ଗୀତ ନୁହେଁ ମୋର ଜୁଇ, ଜାଇ, ହେନା
ଗୀତ ନୁହେଁ ମୋର ଜୁଇ, ଜାଇ, ହେନା
ସେ ଯେ ମୋ ମନ, ମନର ମଇନା
ଆଜି ସେଇ ମଇନାଟି ଝୁରେ ପୁଣି କାହା ପାଇଁ?
ଜାଣେନା, ଜାଣେନା, ଜାଣେନା
ମୁଁ ପରଦେଶୀ ଚଢ଼େଇ
ମନେ ଅଛି ମୋର ଆଶା ଅସୁମାରି
ମନେ ଅଛି ମୋର ଆଶା ଅସୁମାରି
ନୀଳ ଦାରିଆର ନୀଳ ଢ଼େଉ ପରି
ଏତେ ଆଶା ମନେ ଆଜି ସାଇତିଛି କାହା ପାଇଁ?
ଜାଣେନା, ଜାଣେନା, ଜାଣେନା
ମୁଁ ପରଦେଶୀ ଚଢ଼େଇ ଗାଇବାର ସ୍ବପ୍ନ ନେଇ
ଗାଇଯାଏ କାହା ପାଇଁ?
ଜାଣେନା, ଜାଣେନା, ଜାଣେନା
ମୁଁ ପରଦେଶୀ ଚଢ଼େଇ ଗାଇବାର ସ୍ବପ୍ନ ନେଇ
ଗାଇଯାଏ କାହା ପାଇଁ?
ଜାଣେନା, ଜାଣେନା, ଜାଣେନା
ଜାଣେନା, ଜାଣେନା, ଜାଣେନା
ଜାଣେନା, ଜାଣେନା, ଜାଣେନା
ଜାଣେନା, ଜାଣେନା, ଜାଣେନା, ଜାଣେନା