Skip to content
Lyric
Dive
Public playlists
My playlists
Search
Sign in
Mo Lifere Tu Jebethu
Humane Sagar, Diptirekha Padhi
Popularity · Low
+
🇬🇧 English · Original
0
0
Listen
YouTube
1
2
3
0:00 / 0:00
Loading YouTube player...
Lyrics offset
Synced
Lyrics
Original
Translation
Bilingual
ମୋ life ରେ ତୁ ଯେବେଠୁ କଲୁ entry
ସତ କହୁଛି ଦିଲ୍ ଟା ମୋର ଦେଲୁ ଘାଣ୍ଟି
ମୋ life ରେ ତୁ ଯେବେଠୁ କଲୁ entry
ସତ କହୁଛି ଦିଲ୍ ଟା ମୋର ଦେଲୁ ଘାଣ୍ଟି
ତୋର ମୋର ଯୋଡି, Falls ଆଉ ଶାଢ଼ୀ
ଆମ ଏ love story, hit ହବାକୁ ready
ମୋ ଆଖିରେ ଖେଳିଲୁ ଯେବେ 20-20
ସତ କହୁଛି ଦିଲ୍ ଟା ମୋର ଦେଲୁ ଘାଣ୍ଟି
ହଁ, ମୋ life ରେ ତୁ ଯେବେଠୁ କଲୁ entry
ସତ କହୁଛି ଦିଲ୍ ଟା ମୋର ଦେଲୁ ଘାଣ୍ଟି
ସତ କହୁଛି ଦିଲ୍ ଟା ମୋର ଦେଲୁ ଘାଣ୍ଟି
ତତେ ଦେଖିଦେଲା ପରେ, ହେଲେ ଗୋଟେ idea
ତତେ ପ୍ରେମ କଲେ ମୋର life ହବ ଝିଲ-ମିଲିଆ, କୁଲ-କୁଲିଆ, ଚୁଲ-ବୁଲିଆ
ହେ, ତତେ ଦେଖିଦେଲା ପରେ, ହେଲେ ଗୋଟେ idea
ତତେ ପାଇଗଲେ ମୋର night ହବ ସୁଲ-ସୁଲିଆ, ଦୁଲ-ଦୁଲିଆ, ହୁଲ-ହୁଲିଆ
ତୋର-ମୋର ଦିଲ୍, ଚାଲ୍ କରିନେବା deal
ଜଣକ ଭିତରେ ଜଣେ ଆ' ହେଇଯିବା seal
ମୋ dream ରେ ତୁ ଯେବେଠୁ କଲୁ entry
ସତ କହୁଛି ଦିଲ୍ ଟା ମୋର ଦେଲୁ ଘାଣ୍ଟି
ହେ, ମୋ life ରେ ତୁ ଯେବେଠୁ କଲୁ entry
ସତ କହୁଛି ଦିଲ୍ ଟା ମୋର ଦେଲୁ ଘାଣ୍ଟି
ସତ କହୁଛି ଦିଲ୍ ଟା ମୋର ଦେଲୁ ଘାଣ୍ଟି
ସବୁ ରୋଗ ଛାଡି ମୋତେ ହେଲା ଏବେ loveria
ରାତି-ଦିନ ଏଇ ମନ ହେଉଛି ଖାଲି କୁରକୁରିଆ, ମୁରମୁରିଆ, ଫୁର ଫୁରିଆ
ହୋ, ସବୁ ରୋଗ ଛାଡି ମୋତେ ହେଲା ଏବେ loveria
ଦିନ-ରାତି ଏଇ ଛାତି ହେଉଛି ଖାଲି ଖସ୍-ଖସିଆ, ନସ୍-ନସିଆ, ମସ୍-ମସିଆ
ଦୁନିଆଁ ସାରା ହାଲ୍ଲା, ଆମେ love करने ବାଲା
प्यार में ଡୋଲା-ଡୋଲା, ଜମା ନୁହେଁ ଡରିଲା ବାଲା
ମୋ story ରେ ତୁ ଯେବେଠୁ କଲୁ entry
ସତ କହୁଛି ଦିଲ୍ ଟା ମୋର ଦେଲୁ ଘାଣ୍ଟି
ମୋ life ରେ ତୁ ଯେବେଠୁ କଲୁ entry
ସତ କହୁଛି ଦିଲ୍ ଟା ମୋର ଦେଲୁ ଘାଣ୍ଟି
ସତ କହୁଛି ଦିଲ୍ ଟା ମୋର ଦେଲୁ ଘାଣ୍ଟି