Skip to content
Lyric
Dive
Public playlists
My playlists
Search
Sign in
Tora Halka Halka
Humane Sagar
Popularity · Low
+
Original
0
0
Listen
YouTube
1
2
3
0:00 / 0:00
Loading YouTube player...
Lyrics offset
Synced
Lyrics
Original
Translation
Bilingual
ତୋର ହାଲକା-ହାଲକା ହସ ମତେ ଚୋରି କଲା ରେ
ତୋର ଛଲକା-ଛଲକା କଥା ମତେ ମାରିଦେଲା ରେ
ତୋର ହାଲକା-ହାଲକା ହସ ମତେ ଚୋରି କଲା ରେ
ତୋର ଛଲକା-ଛଲକା କଥା ମତେ ମାରିଦେଲା ରେ
ଚାହାଣୀ ତୋର ମାରିକି ତୀର ଚିରିଦେଲା ରେ
ହାଏରେ, ହାଏରେ, ହାଏରେ, ହାଏରେ ମତେ ସାରିଦେଲା ରେ
ହାଏରେ, ହାଏରେ, ହାଏରେ, ହାଏରେ ମତେ ସାରିଦେଲା ରେ
ତୁ ଥିଲୁ ଦିନ ପରି ଚିକିମିକି ଚଗଲି
ତତେ ଦେଖି ରାତି ସାରା ନିଶା ମତେ ମହୁଲି
ଦିନ ଟିକେ ଥାଉ, ରାତି ବଢ଼ିଯାଉ
ବେଳ ସରିଯାଉ ତତେ ଛୁଉଁ-ଛୁଉଁ
ନଜର ତୋର ପଲକ ମୋର ଝୁରି ହେଲା ରେ
ହାଏରେ, ହାଏରେ, ହାଏରେ, ହାଏରେ ମତେ ସାରିଦେଲା ରେ
ହାଏରେ, ହାଏରେ, ହାଏରେ, ହାଏରେ ମତେ ସାରିଦେଲା ରେ
ତୁ ଥିଲୁ ମତୁଆଲା, ଟୋପା-ଟୋପା ବରଷା
କେମିତି ତୁ ଭିଯେଇଲୁ? ବଢ଼ିଗଲା ଭରଷା
ତତେ ଚାହୁଁ-ଚାହୁଁ ମେଘ ଝରିଯାଉ
ମିଠା ପ୍ରେମ ତୋର ଏମିତି ଭିଜାଉ
ସପନ ତୋର ଜୀବନ ମୋର ନେଇଗଲା ରେ
ହାଏରେ, ହାଏରେ, ହାଏରେ, ହାଏରେ ମତେ ସାରିଦେଲା ରେ
ହାଏରେ, ହାଏରେ, ହାଏରେ, ହାଏରେ ମତେ ସାରିଦେଲା ରେ