Skip to content
Lyric
Dive
Public playlists
My playlists
Search
Sign in
Mo Neha Darling
Papu Pom Pom
Popularity · Low
+
Scots · Original
0
0
Listen
YouTube
1
2
3
0:00 / 0:00
Loading YouTube player...
Lyrics offset
Synced
Lyrics
Original
Translation
Bilingual
ଗଙ୍ଗାରେ ବୁଡ଼ିଲି, ଯମୁନାରେ ବୁଡ଼ିଲି
ଚାରିଧାମ ତୀର୍ଥ ଗଲି
ଗଙ୍ଗାରେ ବୁଡ଼ିଲି, ଯମୁନାରେ ବୁଡ଼ିଲି
ଚାରିଧାମ ତୀର୍ଥ ଗଲି
ଶେଷରେ मैंने ଏହା feel किया
ମିଛ ଦୁନିଆଁରେ ଗୋଟିଏ ସତ
ତୁ, ତୁ ଲୋ ମୋ ନେହା
ପ୍ରେମ ନିଶା ଛାଡ଼ି ସନ୍ନ୍ୟାସୀ ହେଲି
ଘର ଛାଡ଼ି ବୃନ୍ଦାବନକୁ ଗଲି
ବାଗ ଲାଗିଲାନି ଅରୁଆ ଡ଼ାଲମା ଖାଇ ଖାଇକି
ମୋ ନେହା darling
ଦୁଃଖ ମୋର ବୁଝୁନ କାହିଁକି?
ମୋ ନେହା darling
ଦୁଃଖ ମୋର ବୁଝୁନ କାହିଁକି?
March ରେ ମନ ଚୋରେଇ ନେଲ
June, July ରେ ଜଖମ ଦେଲ
ଛୋଟପିଲା ଭଳି ଉତୁପାତ ଏତେ କଉଥି ପାଇଁ କି?
ଏ ପପୁ darling (ଓଲୋ)
Wait ଟିକେ କରୁନ କାହିଁକି?
ମୋ ନେହା darling
ଦୁଃଖ ମୋର ବୁଝୁନ କାହିଁକି?
ତୁ ମୋର Google store (ଆଚ୍ଛା)
ତୁ ମୋର hotstar (ଇଲୋ)
ତୁ ମୋର message box
ତୁ ତ ମୋର free fire
ଖାଉଛ, ପିଉଛ, ଦୁର୍ବଳିଆ ଦିଶୁଛ କାହିଁକି?
ମୋ ନେହା darling
ଦୁଃଖ ମୋର ବୁଝୁନ କାହିଁକି?
ଏ ପପୁ darling
Wait ଟିକେ କରୁନ କାହିଁକି?
କେତେ ଆଉ କରିବି ଲୋ?
ନୟାଗଡ଼ ଇଟାମାଟି
ଟୋକାଟା ତୁ 420
ଭରସା ପାଉନି दिल ଟାକୁ ଦବୁ dustbin ଭଳି ଘାଣ୍ଟି
Control ଚାଉଳ ଯୁଗ
ତମର ମୋର ଭାବ
ପ୍ରସାଦ ଭଳିଆ दिल ଟାକୁ ଟିକେ, କହ ନେହା କେବେ ଦବ?
ତୋର ମୋର relation (ହେଁ)
Only for selection (ଆଚ୍ଛା)
ତୋର ମୋର ଯୋଡ଼ି superhit
Love wifi connection
ବେଳେ ବେଳେ ତୁମ ପ୍ରେମ network ରହୁନି କାହିଁକି?
ଏ ନେହା darling
ଦୁଃଖ ମୋର ବୁଝୁନ କାହିଁକି?
ଏ ପପୁ darling
Wait ଟିକେ କରୁନ କାହିଁକି?
March, April, ମଇ
କହ ଦବୁ କି ନ ଦବୁ ନାଇ
ମୋ heart କହୁଛି ଜୀବନ ଥାଇକି କିଛି ବାଳ ଲାଭ ନାହିଁ
Night, night, morning
ହଉଛ କାହିଁକି boring?
କାଲିଦେବି ତତେ ପ୍ରେମର D.L., ନେଇଯାଓ ଆଜି learning
ଆରେ-ରେରେ, दिल की यार
पड़ गया ସତେ କି प्यार?
ଆରେ ମୋର ପ୍ରେମର tower
क्या कहूँ तुम्हें पहली बार?
Confuse ରେ B.P. बढ़ गया ତମରି ପାଇଁକି
ଏ ପପୁ darling
ଫାଙ୍କା ଦେଖି ଡାକୁନ କାହିଁକି?
ମୋ ନେହା darling
ଆଜି ଅଛି ଆସୁନ କାହିଁକି?
ଏ ପପୁ darling
ଫାଙ୍କା ଦେଖି ଡାକୁନ କାହିଁକି?
ମୋ ଗେହ୍ଲୁ darling
ଆଜି ଅଛି ଆସୁନ କାହିଁକି?
ଏ ପପୁ darling (ଓ)
ଫାଙ୍କା ଦେଖି ଡାକୁନ କାହିଁକି?
ମୋ ନେହା darling
ଆଜି ଅଛି ଆସୁନ କାହିଁକି?