Skip to content
Lyric
Dive
Public playlists
My playlists
Search
Sign in
Bata Sare Nahi
Humane Sagar, Antara Chakrobarty
Popularity · Low
+
Original
0
0
Listen
YouTube
1
2
3
0:00 / 0:00
Loading YouTube player...
Lyrics offset
Synced
Lyrics
Original
Translation
Bilingual
ପ୍ରଥମେ ତୁ ଯେବେ, ଦେଖା ହେଇଥିଲୁ ମୋ ସାଥେ
ପ୍ରଥମେ ମୁଁ ଯେବେ, କଥା ହେଇଥିଲି ତୋ ସାଥେ
ବାଟ ସରେ ନାହିଁ, ସରେ ନାହିଁ ଚାଲିଲେବି କେତେ
ମନ ଭରେ ନାହିଁ, ଭରେ ନାହିଁ ଗପୁଥିଲେ ଯେତେ
ପ୍ରଥମେ ତୁ ଯେବେ, ଚିହ୍ନା ହେଇଥିଲୁ ମୋ ସାଥେ
ପ୍ରଥମେ ମୁଁ ଯେବେ, ହାତ ଦେଇଥିଲି ତୋ ହାତେ
ବାଟ ସରେ ନାହିଁ, ସରେ ନାହିଁ ଚାଲିଲେବି କେତେ
ମନ ଭରେ ନାହିଁ, ଭରେ ନାହିଁ ଗପୁଥିଲେ ଯେତେ
ଏ ସହରେ ଥିଲି, ଏକା-ଏକା ହେଇ
ତୁ ଦେଲୁ ମୋତେ ନୂଆ ଠିକଣା
ହା, ସତ ମୁଁ କହୁଛି ପ୍ରତି ମୁହୁର୍ତରେ
ଦେଇଅଛୁ ମୋତେ ନୂଆ କଳ୍ପନା
ଆଖି-ଆଖି ମିଶିଗଲେ ଓଠ କିଛି କହୁଛି
ହାଁ, ତୋତେ ଖାଲି ଶୁଣିବାକୁ ମନ ମୋ ଚାହୁଁଛି
ବାଟ ସରେ ନାହିଁ, ସରେ ନାହିଁ ଚାଲିଲେବି କେତେ
ମନ ଭରେ ନାହିଁ, ଭରେ ନାହିଁ ଗପୁଥିଲେ ଯେତେ
ପା-ପା-ପା-ଗାମାପା-ଗାମାପା-ଗାମାଗା-ରେ-ସା
ପା-ପା-ପା-ଗାମାପା-ନି-ନିସା-ନିପାସା
ପା-ପା-ପା-ଗାମାପା-ଗାମାପା-ଗାମାଗା-ରେ-ସା
ପା-ପା-ପା-ଗାମାପା-ନି
ଆ-ଆ-ଆ-ଆ-ଆ-ଆ
ଆ-ଆ-ଆ-ଆ-ଆ-ଆ
ମୁଁ କାହିଁକି ଏତେ ଭଲ ପାଉଛି ତତେ?
ତୁ କହିଦେ ଥରେ ତୋ ଭାବନା
ହାଁ, ଦିନ ରାତି ଖାଲି ତୋତେ ଖୋଜୁଥାଏ
ଟିକେ ନ ଦେଖିଲେ ଭଲ ଲାଗେନା
ତୋତେ ଦେଖିଦେଲା ପରେ ମୁଁ ନିଜକୁ ଭୁଲିଛି
କହିପାରୁ ନଥିଲି କେବେ ଆଜି ମୁଁ କହୁଛି
ବାଟ ସରେ ନାହିଁ, ସରେ ନାହିଁ ଚାଲିଲେବି କେତେ
ଓ-ଓ, ମନ ଭରେ, ନାହିଁ ଭରେ ନାହିଁ ଗପୁଥିଲେ ଯେତେ