Skip to content
Lyric
Dive
Public playlists
My playlists
Search
Sign in
MEGHARE MEGHA
Udit Narayan Jha and Ananya Sritam Nanda
Popularity · Low
+
🇳🇵 Nepali · Original
0
0
Listen
YouTube
1
2
3
0:00 / 0:00
Loading YouTube player...
Lyrics offset
Synced
Lyrics
Original
Translation
Bilingual
ମେଘ ରେ, ମେଘ ରେ, ମେଘ
ମେଘ, ମେଘ, ମେଘ, ମେଘ
ମେଘ ରେ, ମେଘ ରେ, ମେଘ
ମୋ ପ୍ରିୟା ଗାଁକୁ ଆ' ତୁ ଆଗ
ମେଘ ରେ, ମେଘ ରେ, ମେଘ
ମେଘ, ମେଘ, ମେଘ, ମେଘ
ମେଘ ରେ, ମେଘ ରେ, ମେଘ
ତା ପ୍ରେମ ଛୁଆଁରେ ଭିଜା ତୁ ଆଗ
ହଁ, ମୋ ଗାଁକୁ ଆ' ତୁ ଆଗ
ପୃଥିବୀରେ ଯେତେ ଝିଅ ତୋ ପରି କେହି ନୁହଁ
ଯିଏ ଦେଖେ ଇର୍ଷାକରେ ଦେଖିଦେଲେ ତୋର ମୁହଁ
ଦୁନିଆଁରେ ଯେତେ ପୁଅ, ସବୁଠାରୁ ତୁ ଭଲ
ପାଖେ ବସି ଗପୁ-ଗପୁ ଚାହାଣିରେ କରୁ ଗେଲ
ମେଘ ରେ, ମେଘ ରେ, ମେଘ
ମେଘ, ମେଘ, ମେଘ, ମେଘ
ମେଘ ରେ, ମେଘ ରେ, ମେଘ
ଭଲପାଏ ପ୍ରିୟା ମୋର ବରଷା-ପାଗ
ଭଲପାଏ ମୁଁ ଭାରି ବରଷା-ପାଗ
ଓହୋ-ହୋ-ହୋ
ନାନା-ନା-ନାନା-ନା-ନାନା-ନା-ନାନା-ନା
ଏହେ-ହେ-ହେ
ନାନା-ନା-ନାନା-ନା-ନାନା-ନା-ନାନା-ନା
ଲାଲା-ଲା-ଲାଲା-ଲା-ଲା
ହୋ, ଲକ୍ଷେ ଶିବ ପୁଜି-ପୁଜି ପାଇଚି ମୁଁ ତୋତେ ଆଜି
ଈଶ୍ୱର ତୁ, ପ୍ରାଥନା ତୁ, ରହିଥିବି ଦାସି ସାଜି
ହଁ, ସକାଳ ମୋ ଶୁଭ ହୁଏ, ଚାହିଁଦେଲେ ଟିକେ ତୋତେ
ଝିଅ ନୁହେଁ, ପରୀ ନୁହେଁ, ଦେବୀ ପରି ଲାଗୁ ମୋତେ
ମେଘ ରେ, ମେଘ ରେ, ମେଘ
ମେଘ, ମେଘ, ମେଘ, ମେଘ
ମେଘ ରେ, ମେଘ ରେ, ମେଘ
ଲାଗିଗଲା ମୋ ଦେହରେ ପ୍ରେମର ରଙ୍ଗ
ହଁ, ଲଗେଇଲି ତୋ ଦେହରେ ପ୍ରେମର ରଙ୍ଗ