Skip to content
Lyric
Dive
Public playlists
My playlists
Search
Sign in
Halka Tora Mitha
Babushan Mohanty
Popularity · Moderate
+
🇮🇳 Bhojpuri · Original
0
0
Listen
YouTube
1
2
3
0:00 / 0:00
Loading YouTube player...
Lyrics offset
Synced
Lyrics
Original
Translation
Bilingual
ହାଲ୍କା ତୋର ମିଠା ଛୁଆଁରେ
ହଲଚଲ୍ ହେଲି ମୁଁ ପ୍ରିୟାରେ
ଗୁନ୍-ଗୁନ୍-ଗୁନ୍ ଗାଏ, ନିଦ ଚୋରାଏ
ପାଉଁଜି ତୋ ଗୋରା ପାଦରେ, ଓ-ଓ
मौला मौला मेरे मौला
ମେଘ ଥାଇ ଚାନ୍ଦ ଦିଶିଗଲା, ଓ मौला
मौला मौला मेरे मौला
ତତେ ମୋ ପାଇଁ କିଏ ଗଢ଼ିଲା?
ସପନେ ପରୀଟେ ଦେଖିଲି
ଆଖିରେ ଲୁଚେଇ ରଖିଲି
ହଁ, ଭାବନା ରଙ୍ଗ ମୁଁ ବୋଳିଲି
ଛବିରେ ତାକୁ ମୁଁ ଆଙ୍କିଲି
ହାତଠାରି ସେ ଡ଼ାକିଲା ମତେ
ପାଗଳ ତା ପାଇଁ ହେଲିରେ, ଓ-ଓ
मौला मौला मेरे मौला
ମେଘ ଥାଇ ଚାନ୍ଦ ଦିଶିଗଲା, ଓ मौला
मौला मौला मेरे मौला
ତତେ ମୋ ପାଇଁ କିଏ ଗଢ଼ିଲା?
ଅଚିହ୍ନା ଫୁଲଟି ଥିଲି ରେ
ଏମିତି ମହକ ଦେଲୁ ରେ
ହୋ, ଲକ୍ଷେ କଦମ୍ବର ବାସ୍ନାରେ
ମହକି ଯାଉଛି ଏଥିରେ
ସତେ ଯେମିତି, ଚୋରା ଚଇତି
ଛପି ଛପି ଛୁଇଁ ଦେଲାରେ, ଓ-ଓ
मौला मौला मेरे मौला
ମେଘ ଥାଇ ଚାନ୍ଦ ଦିଶିଗଲା, ଓ मौला
मौला मौला मेरे मौला
ମୋତେ ତୋ ପାଇଁ ସେ ଗଢ଼ିଦେଲା