Skip to content
Lyric
Dive
Public playlists
My playlists
Search
Sign in
Bhala Paithili Tate
Humane Sagar
Popularity · Low
+
🇮🇳 Hindi · Original
0
0
Listen
YouTube
1
2
3
0:00 / 0:00
Loading YouTube player...
Lyrics offset
Synced
Lyrics
Original
Translation
Bilingual
ଭଲ ପାଇଥିଲି ତତେ, ଭାଙ୍ଗିଦେଲୁ ମୋ ମନ
ନେଲୁ ମୋ ଜୀବନ, ନେଲୁ ମୋ ଜୀବନ
ଚିରିଦେଲୁ ଛାତି ମୋର, ମାରିଦେଲୁ ମୋ ସ୍ପନ୍ଦନ
ନେଲୁ ମୋ ଜୀବନ, ନେଲୁ ମୋ ଜୀବନ
ନେଲୁ ମୋ ଜୀବନ, ନେଲୁ ମୋ ଜୀବନ
ଏମିତି ସାଥୀ ତୁ ମୋର, ଅଧା ବାଟେ ଦେଲୁ ଧୋକା
କେମିତି ବଞ୍ଚିବି କହ ତୋ ବିନା ମୁଁ ଏକା-ଏକା?
ହଁ, ଛାଡ଼ି ଚାଲିଗଲୁ ମତେ, ହେଇଗଲୁ ସ୍ୱାର୍ଥପର
ଛଡେଇ ନେଲୁ ମୋ ଠାରୁ ସବୁ ହସ-ଖୁସି ମୋର
ମାରିଦେଲୁ ଆଶା ମୋର, ଜାଳିଦେଲୁ ମୋ ସପନ
ନେଲୁ ମୋ ଜୀବନ, ନେଲୁ ମୋ ଜୀବନ
ନେଲୁ ମୋ ଜୀବନ, ନେଲୁ ମୋ ଜୀବନ
ତୁ ସିନା ଭୁଲିଲୁ ମତେ, ଭୁଲିଲୁ ସେ ପଛ ଦିନ
ଭୁଲି କି ପାରୁଛି ତତେ, ଏଇ ମୋ ଅବୁଝା ମନ
ଓ-ଓ, ଆଜି ସିନା ତୋ ମନରୁ, କରିଦେଲୁ ମତେ ଦୂର
ଖୋଜିବ ମତେ ଲୋ ଦିନେ, ନିଷ୍ଠୁର ହୃଦୟ ତୋର
ଜାଳିଦେଲୁ ସ୍ମୃତି ମୋର, ପୋଛିଦେଲୁ ସବୁ ଚିହ୍ନ
ନେଲୁ ମୋ ଜୀବନ, ନେଲୁ ମୋ ଜୀବନ
ନେଲୁ ମୋ ଜୀବନ, ନେଲୁ ମୋ ଜୀବନ